୧୨ ଘଣ୍ଟିଆ କରଞ୍ଜିଆ ବନ୍ଦ

STATE

ଆଜି ୧୨ ଘଣ୍ଟିଆ କରଞ୍ଜିଆ ବନ୍ଦ ପାଳନ କରାଯାଉଛି । କରଞ୍ଜିଆ ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି । କରଞ୍ଜିଆ ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କରଞ୍ଜିଆକୁ ରେଳ ଚଳାଚଳ ଦାବିରେ ଏହି ବନ୍ଦ ପାଳନ କରାଯାଉଛି ।

ତେବେ ଏହି ବନ୍ଦ ପାଳନଙ୍କୁ ସମର୍ଥନ କରିବା ପାଇଁ ବ୍ୟବସାୟିକ ପ୍ରତିଷ୍ଠାନ ନିଷ୍ପତ୍ତି ନେଇ ବନ୍ଦ ପାଳନ କରୁଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖାଯାଇଛି ।

Please follow and like us:
error