ଜାରି ହେଲା ବେଦାନ୍ତ ଆଗରେ ୧୪୪

STATE

କଳାହାଣ୍ଡିରେ ବେଦାନ୍ତ ଆଗରେ ୧୪୪ ଧାରା ଜାରିକରାଯାଇଛି ।   ଆନ୍ଦୋଳନକାରୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଥିବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ପଟ୍ଟନାୟକ ହରିଜନଙ୍କ ମୃତ୍ୟୁ ଘଟିଥିବାରୁ ଉତ୍ତେଜନା ବୃଦ୍ଧି ପାଇଛି ।

loading...

ଉଲ୍ଲେଖଯୋଗ୍ୟ ଯେ ଜେଲରେ ଥିବା ଅବସ୍ଥାରେ ମୃତକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜେଲରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ହେଲେ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ତେଣୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତେଜନାକୁ ଲକ୍ଷ୍ୟ ରଖି ବେଦାନ୍ତ ରିଫାଇନାରୀ ପରିସରରେ ୧୪୪ ଧାରା ଲାଗୁକରାଯାଇଛି ।

Please follow and like us:
error
loading...