ଉଦ୍ଧାର ହେଲେ ୧୫ ଦାଦନ ଶ୍ରମିକ

STATE

ରାୟଗଡା : ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ହସ୍ତକ୍ଷେପ ଯୋଗୁ ୧୫ ଜଣ ଦାଦନ ଶ୍ରୀମିକ ଉଦ୍ଧାର ହୋଇପାରିଛନ୍ତି । ଏହି ସମସ୍ତ ଶ୍ରମିକ ତେଲେଙ୍ଗାନରୁ ଉଦ୍ଧାର ହୋଇଛନ୍ତି । ସେମାନେ ସମସ୍ତେ ବଲାଙ୍ଗିର ଅଞ୍ଚଳର । ସେମାନଙ୍କୁ ତେଲେଙ୍ଗନାର ପେଡାପାଲି ଜିଲ୍ଲା କାର୍ଲାଚିଲା ଇଟାଭାଟିରୁ ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର କରିଛନ୍ତି ।

ଉଦ୍ଧାର ସମସ୍ତ ଦାଦନ ଶ୍ରମିକଙ୍କୁ ରାୟଗଡା ଅଣାଯିବା ପରେ ସେମାନଙ୍କୁ ଆଜି ବଲାଙ୍ଗିର ପଠାଇ ଦିଆଯିବ ବୋଲି ସୂଚନା ମିଳିଛି । ଦାଦନ ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଉପରେ ଇଟାଭାଟି ମାଲିକ ଅତ୍ୟାଚାର କରୁଥିଲା ।

Please follow and like us:
error