ଘର କାନ୍ଥ ଭୁଶୁଡି ୨ ଜଣଙ୍କ ମୃତ୍ୟୁ, ଜଣେ ଆହତ

STATE

ଯାଜପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଡାୟକ ଘଟଣା । ଘର ମରାମତି କାମ ଚାଲିଥିବା ଅବସ୍ଥାରେ ଭୁଶୁଡି ପଡିଲା କାନ୍ଥ । କାମ କରୁଥିବା ବ୍ୟକ୍ତି କିଛି ଜାଣିବା ପୂର୍ବରୁ ମୃତ୍ୟୁ ସେମାନଙ୍କୁ କୋଳେଇ ନେଇଗଲା । ଚାଲିଗଲା ଦୁଇ ଦୁଇଟି ଅମୂଲ୍ୟ ଜୀବନ । ତାହାରି ଭିତରେ ଆଉ ଜଣେ ବଞ୍ଚି ଯାଇଥିଲେ ବି ଆହତ ହୋଇଛନ୍ତି ।

loading...

ଖବରରୁ ଜଣାପଡିଛି ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ବାଲିପାଟଣା ଗାଁରେ ଜଣଙ୍କର ଘର ମରାମତି କାମ ଚାଲିଥିଲା । ହଠାତ ଘରର କାନ୍ଥ ଭୁଶୁଡି ପଡିଲା । ଘଟଣାସ୍ଥଳରେ ଘରର ମାଲିକ ଓ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଜଣେ ଶ୍ରମିକ ଆହତ ହୋଇଛି । ଆହତ ଶ୍ରମିକଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି ।

Please follow and like us:
error
loading...