ଝାରସୁଗୁଡାରୁ ଉଡିବ ଆଉ ୨ଟି ବିମାନ

STATE

ଝାରସୁଗୁଡାରୁ ଆହୁରି ୨ଟି ବିମାନ ଚଳାଚଳ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଝାରସୁଗୁଡାରୁ କୋଲକାତା ଓ ବେଙ୍ଗାଲୁରୁକୁ ବିମାନ ଉଡିବ । ପୂର୍ବରୁ ଝାରସୁଗୁଡାରୁ ୫ଟି ବିମାନ ଚଳାଚଳ କରୁଛି । ପ୍ରସ୍ତାବିତ ୨ଟି ବିମାନ ସାମିଲ ହେଲେ ଏହି ସଂଖ୍ୟା ୭ରେ ପହଞ୍ଚିବ ।

loading...

ରାଉରକେଲା ଏୟାରଷ୍ଟ୍ରିପର ରନୱେ ଚଉଡା କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଜୟପୁର ଏୟାରପୋର୍ଟ ପାଇଁ ୫୫ କୋଠିର ଟେଣ୍ଡର କାମ ଆରମ୍ଭ କରାଯାଇଛି । ଆବଶ୍ୟକୀୟ ଭିତ୍ତିଭୂମି ପରେ ଆରମ୍ଭ ହେବ ବିମାନ ଚଳାଚଳ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

Please follow and like us:
error
loading...