ସମଲେଶ୍ଵରୀ ଏକ୍ସପ୍ରେସ ଦୁର୍ଘଟଣାର ଦ୍ଵିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ

STATE

ସମଲେଶ୍ଵରୀ ଏକ୍ସପ୍ରେସ ଦୁର୍ଘଟଣାର ଆଜିଠାରୁ ଆରମ୍ଭ ହେଉଛି ଦ୍ଵିତୀୟ ପର୍ଯ୍ୟାୟ ତଦନ୍ତ । ତଦନ୍ତ ପାଇଁ ଆଜି ରାୟଗଡା ଆସୁଛନ୍ତି ରେଳବାଇ ସୁରକ୍ଷା କମିଶନର ଆର କେ ଶର୍ମା।

ଉଲ୍ଲେଖଯୋଗ୍ୟ ଯେ ଜୁନ ୨୫ ତାରିଖରେ ସମଲେଶ୍ଵରୀ ଏକ୍ସପ୍ରେସ ଦୁର୍ଘଟଣା ଘଟି ୩ ଜଣଙ୍କର ପ୍ରାଣହାନୀ ଘଟିଥିଲା । ପ୍ରଥମ ପର୍ଯ୍ୟାୟ ତଦନ୍ତରେ ୫୦ ଜଣଙ୍କର ବୟାନ ରେକର୍ଡ କରାଯାଇଥିଲା । ଏହି ଦୁର୍ଘଟଣା ରେଳବାଇ କର୍ତ୍ତୃପକ୍ଷ ଗୁରୁତ୍ଵର ସହିତ ନେଇଛନ୍ତି । କାହା ଯୋଗୁ ଓ କିଭଳି ଏହି ଦୁର୍ଘଟଣା ଘଟିଥିଲା ତାହାର ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି ।

Please follow and like us:
error