ଏକ୍ସପାଏରି ମେଡ଼ିସିନ ବଣ୍ଟା ହେଉଥିବାର ଅଭିଯୋଗ

STATE

ବଲାଙ୍ଗିର ଜିଲ୍ଲାର ସଇଁତଳା ଅଞ୍ଚଳରେ ଏକ୍ସପାଏରି ହୋଇଯାଇଥିବା ମେଡ଼ିସିନ ବଣ୍ଟା ଯାଉଛି ବୋଲି ଅଭିଯୋଗ କରାଯାଇଛି । ଏଏନଏମ ଓ ଆଶାକର୍ମୀଙ୍କ ଦ୍ଵାରା ଏକ୍ସପାଏରି କୃମି ଔଷଧ ବଣ୍ଟା ହେଉଛି ବୋଲି ଅଭିଯୋଗ ହୋଇଛି ।

loading...

ସୂଚନା ଅନୁଯାୟୀ ଏକ୍ସପାଏରି ମେଡ଼ିସିନରେ ଏକ୍ସପାଏରି ତାରିଖ ଜୁଲାଇ ଲେଖାଯାଇଥିବାବେଳେ ଅଗଷ୍ଟ ମାସରେ ବଣ୍ଟନ କରାଯାଉଛି । ତେଣୁ ଏନେଇ ତଦନ୍ତ କରାଯିବ ବୋଲି ଜଣାପଡିଛି ।

Please follow and like us:
error
loading...