କଳାହାଣ୍ଡିରେ ଏକ ବଧୂ ହତ୍ୟା ଅଭିଯୋଗ

STATE

କଳାହାଣ୍ଡିରେ ଏକ ବଧୂ ହତ୍ୟା ଅଭିଯୋଗ ନଜରକୁ ଆସିଛି । ପୋଖରୀଭଟାଗୁଡା ଗାଁରେ ଜନୈକା ବଧୂ ଆତ୍ମହତ୍ୟା କରିଛନ୍ତି ବୋଲି ତାର ଶାଶୁଘର ଲୋକେ କହୁଛନ୍ତି । । ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହେଲେ ବଧୂଟିର ପରିବାର ଲୋକେ ଏହାକୁ ନେଇ ହତ୍ୟା ଅଭିଯୋଗ କରିଛନ୍ତି । ଆତ୍ମହତ୍ୟାର କାରଣ ମଧ୍ୟ ଜଣାପଡିନାହିଁ ।

loading...

ପରିବାର ଲୋକେ ବଧୂର ସ୍ଵାମୀ ଓ ଶାଶୁଘର ଲୋକଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ଶବ ଉଦ୍ଧାର କରିବା ସହିତ ଘଟଣାର ଛାନଭିନ କରୁଛି । କେଉଁ ପରିସ୍ତିତିରେ ପଡି ବଧୂଟି ଆତ୍ମହତ୍ୟା କଲା, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Please follow and like us:
error
loading...