odisha infocus

କାଳିଆ ଯାଞ୍ଚ ଅବଧି ବଢିବା ନେଇ ଜଣାଇଲେ କୃଷିମନ୍ତ୍ରୀ ଅରୁଣ ସାହୁ

STATE

 ‘କାଳିଆ’ ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି ବଢାଯାଇଛି ବୋଲି ପ୍ରକାଶ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । କାଳିଆ ଯୋଜନା ସମୀକ୍ଷା ପରେ ଯାଞ୍ଚ ଅବଧି ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି ।  ପୂର୍ବରୁ ଯାଞ୍ଚର ଶେଷ ତାରିଖ ଥିଲା । ଏବେ ତାହାକୁ ୨୭ ଯାଏଁ ବୃଦ୍ଧି କରାଯାଇଛି ।

୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ଯାଞ୍ଚ କରାଯାଇଛି । ୨୭ରେ ପଞ୍ଚାୟତ, ୨୯ରେ ବ୍ଲକ ଓ ୩୧ରେ ଜିଲ୍ଲା ସ୍ତରରେ ଯାଞ୍ଚ ହେବ ବୋଲି ସ୍ଥିର କରାଯାଇଛି । ଅଯୋଗ୍ୟ ହିତାଧିକାରୀ ପରପର୍ତ୍ତି କାଳିଆ କିସ୍ତି ପାଇବେନି ।

Please follow and like us:
error