ଏଟିଏମ ଲୁଟେରା ଧରାପଡି ଗିରଫ ହେଲେ

STATE

ସାନଖେମୁଣ୍ଡିରେ ପୋଲିସକୁ ମିଳିଛି ଏକ ବଡ ସଫଳତା । ବହୁଦିନ ଛକିବା ପରେ ଶେଷକୁ ପୋଲିସ ଏକ ଏଟିଏମ ଲୁଟେରାକୁ ଧରିବାରେ ସକ୍ଷମ ହୋଇଛି । ଗିରଫ ଯୁବକ ଜଣଙ୍କ ହେଉଛି ବାବନପୁର ଗାଁର ସନ୍ତୋଷ ପଟ୍ଟନାୟକ ।

ଅଭିଯୁକ୍ତ ଲୁଟେରା ସନ୍ତୋଷ ୫ଟି ଏଟିଏମ ଲୁଟ ଘଟଣାରେ ସମ୍ପୃକ୍ତ ଥିଲା । ତେଣୁ ବହୁ ଦିନ ଧରି ପୋଲିସ ତାର ସନ୍ଧାନରେ ଥିଲା । ତେଣୁ ତାକୁ ଧରି ପୋଲିସ ଗିରଫ କରିଛି ।

Please follow and like us:
error