ଜଗତସିଂହପୁରରେ ବ୍ୟବସାୟୀଙ୍କୁ ଆକ୍ରମଣ

STATE

ଜଗତସିଂହପୁର ନାଉଗାଁ ସରିଆବରପାଟଣାରେ ଜଣେ ବ୍ୟବସାୟୀଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି । ଗତକାଲି ରାତ୍ରିରେ ଦୁର୍ବୃତ୍ତ ମରଣାତ୍ମକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ହେଲେ ଆକ୍ରମଣର କାରଣ ଜଣାପଡିନାହିଁ ।

loading...

ବ୍ୟବସାୟୀଙ୍କ ନାମ ଶରତ ଚନ୍ଦ୍ର ସାହୁ । ଆକ୍ରମଣରେ ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇପଡିଛନ୍ତି । ତେଣୁ ତାଙ୍କୁ ଜଗତସିଂହପୁରରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

Please follow and like us:
error
loading...