Beer

ଭାଲୁ ଆକ୍ରମଣ

STATE

ନୀଳଗିରି : ନୀଳଗିରି ଅଞ୍ଚଳର ରିଂପୁରରେ ଦୁଇଟି  ଭାଲୁ ହାବୁଡରେ ଜୟରାମ ନାମକ ଜଣେ ବ୍ୟକ୍ତି ପଡିଯାଇଥିଲେ । ତାଙ୍କୁ ଦେଖି ଭାଲୁ ଦୁଇଟି ଆକ୍ରମଣ କରିଥିଲେ । କିନ୍ତୁ ସାହସ ହରାଇ ନଥିଲେ ଜୟରାମ। ସେ ନିଜର ପ୍ରାଣ ବଞ୍ଚାଇବାକୁ ଜୋରଦାର ଲଢେଇ କରିଥିଲେ । ଭାଲୁ ଆକ୍ରମଣରେ ତାଙ୍କ ମୁହଁ, ହାତ, ମୁଣ୍ଡ ଓ ପିଠି କ୍ଷତାକ୍ତ ହୋଇପଡିଛି । ଅବସ୍ଥା ତାଙ୍କର ଗୁରୁତର  ହୋଇପଡିଛି । ତେଣୁ ତାଙ୍କୁ ବାଲେଶ୍ଵର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

@OdishaInfocus News Desk

Please follow and like us:
error