ପୁସ୍ତକ ‘ନବୀନ ପଟ୍ଟନାୟକ’ | Book ‘Naveen Patnaik’

LITERATURE WING

            ଉନ୍ମୋଚିତ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଲିଖିତ ବାୟୋଗ୍ରାଫି ପୁସ୍ତକ ‘ନବୀନ ପଟ୍ଟନାୟକ’ (Book ‘Naveen Patnaik’ ) । ଏହା ହେଉଛି ଦେଶର ପ୍ରଥମ ରାଜନୈତିକ ବାୟୋଗ୍ରାଫି ପୁସ୍ତକ । ଏହାର ଲେଖିକା ହେଉଛନ୍ତି ‘ଆଉଟଲୁକ’ ପତ୍ରିକାର ସମ୍ପାଦକ ରୁବେନ ବାନାର୍ଜୀ । ସ୍ଥାନୀୟ ପ୍ରେସ କ୍ଲବ ଅଫ ଓଡିଶା ପରିସରେ ରବିବାର ଦିନ ଲେଖକ ବାନାର୍ଜୀ ଓ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ଉପସ୍ଥିତିରେ ଓଡିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ ଉନ୍ମୋଚିତ କରିଥିଲେ । ଉକ୍ତ ପୁସ୍ତକରେ ନବୀନ ପଟ୍ଟନାୟକ କିଭଳି ଓଡିଶା ରାଜନୀତିରେ ପ୍ରବେଶ କଲେ, କିଭଳି ତାଙ୍କର ଆଭିମୁଖ୍ୟ ଓ ଦିଗଦର୍ଶନ, ଦଳ ଓ ବିରୋଧୀଙ୍କ ପ୍ରତି ବିଚାରଧାରା, ଦକ୍ଷତା ଓ ପ୍ରଶାସନ, ଦୋଷ ଓ ଦୁର୍ବଳତା, ଅନ୍ୟ ଦିଗରେ ପାରଦର୍ଶିତା ଆଦି ସ୍ଥାନ ପାଇଛି ।

 

@OdishaInfocus News Desk: Odisha Infocus is an Odisha based Online news portal, that keeps you updated on latest news and breaking news of all categories on all locations such as Puri, Bhubaneswar (BBSR), Cuttack and rest of Odisha, India and Globe. It also spreads best articles on Odisha literature like Poem, Short Story, Story for kids, Novels etc.

Please follow and like us: