ସାଇନାଙ୍କୁ ବ୍ରୋଞ୍ଜ | Bronze to Saina

SPORTS

            ଏସିଆନ ଗେମ୍ସରେ ବ୍ୟାଡମିଣ୍ଟନରେ ସାଇନା ନେହୱାଲ ଜିତିଛନ୍ତି ବ୍ରୋଞ୍ଜ ପଦକ (Bronze to Saina) । ସେମିରେ ଚାଇନିଜ ତାଇପେଇର ତାଇ ଜୁ’ଙ୍କଠାରୁ ହାରି ସେ ଏହି ପଦକ ଲାଭ କରିଛନ୍ତି । ଏ ପର୍ଯ୍ୟନ୍ତ ହୋଇଥିବା ଗେମସରେ ଭାରତ ମୋଟ ୩୭ଟି ପଦକ ପାଇଛି । ସ୍ଵର୍ଣ ପଦକ ୭ଟି, ରୌପ୍ୟ ପଦକ ୧୦ ଟି ଓ ବ୍ରୋଞ୍ଜ ପଦକ ୨୦ଟି ଲାଭ କରିଛି । ଏକ ପୁଲ ମ୍ୟାଚରେ ଭାରତ ୫-୩ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ସମ୍ମାନଜଣକ ଏସିଆନ ଗେମ୍ସ ଅଷ୍ଟାଦଶ ସଂସ୍କରଣର ସେମିରେ ସ୍ଥାନ ପକ୍କା କରିଛି । ୪୦୦ ମିଟର ମହିଳା ଓ ପୁରୁଷ ରେସରେ ଭାରତର ହିମା ଦାସ ଓ ମହମ୍ମଦ ଆନାସ ରୌପ୍ୟ ପଦକ ହାସଲ କରିଛନ୍ତି ।

loading...

 

@OdishaInfocus News Desk: Odisha Infocus is an Odisha based Online news portal, that keeps you updated on latest news and breaking news of all categories on all locations such as Puri, Bhubaneswar (BBSR), Cuttack and rest of Odisha, India and Globe. It also spreads best articles on Odisha literature like Poem, Short Story, Story for kids, Novels etc.

Please follow and like us:
error
loading...