ଭୁଶୁଡିଲା କୋଠା, ଅକାଳରେ ପ୍ରାଣ ହରାଇଲେ ୨ ଜଣ

NATIONAL

ମହରାଷ୍ଟ୍ରର ଭିୱାଣ୍ଡିଠାରେ ଗୋଟିଏ ୪ ମହଲା କୋଠା ଭୁଶୁଡି ପଡିଛି । ଫଳରେ କାନ୍ଥ ତଳେ ଚାପି ହୋଇ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୫ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଏହା ବ୍ୟତୀତ ବହୁ  ବ୍ୟକ୍ତି ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

loading...

ଏନଡ଼ିଆରଏଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ହଠାତ କୋଠା ଭୁଶୁଡି ପଡିବାର କାରଣ ଜଣାପଡିନାହିଁ ।

Please follow and like us:
error
loading...