ପୁରୀ ସମୁଦ୍ରକୂଳରେ ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟକ୍ରମ

STATE

ପୁରୀ ସମୁଦ୍ରକୂଳରେ ଆରମ୍ଭ ହୋଇଯାଇଛି ଉଚ୍ଛେଦ କାର୍ଯ୍ୟକ୍ରମ । ପୁରୀ ସହରର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପୁରୀ ସମୁଦ୍ର କୂଳରେ ଥିବା ଯାତ୍ରିକା ଉଚ୍ଛେଦ କରାଯାଉଛି । ଏହି ଯାତ୍ରିକା ପୁରୀର ବଳିଆପଣ୍ଡା ଥାନା ନିକଟରେ ଅବସ୍ଥିତ ।

loading...

ଅବଢା ଯୋଜନାରେ ନିର୍ମାଣ ହେବ ବହୁତଳ ପାର୍କିଂ ବ୍ୟବସ୍ଥା । ଆଜିର ଉଚ୍ଛେଦ କାର୍ଯ୍ୟରେ ୫ଟି ବୁଲଦୋଜର ନିୟୋଜିତ କରାଯାଇଛି । ୪ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।  

Please follow and like us:
error
loading...