Story

ଭଗବାନ ଓ ଭୂତ

Story ଲେଖକ – ତରୁଣ ତପନ ମହାନ୍ତି ସହର ଶେଷରେ ନୂଆ କଲୋନୀରେ ରହୁଥିଲା ପିଲାଟିଏ । ବୟସ ତାକୁ ହୋଇଥିଲା ମୋଟେ ଏଗାର କି ବାରବର୍ଷ । ତାଙ୍କ ଘରେ ପହଞ୍ଚିବାକୁ ପାରି ହେବାକୁ ପଡୁଥିଲା ଗୋଟିଏ  ନିକାଞ୍ଚନିଆ ଗଳିଟିଏ । ତା ମା ତାକୁ କହିଥାଏ – ହୁସିଆର । ଏକୁଟିଆ ସେ ଗଳି ବାଟେ କେବେ ଯିବାଆସିବା କରିବୁନି । ସଞ୍ଜ ହେଲେ ତ ବିଲକୁଲ୍ ନୁହେଁ । ସେଠାରେ ଗୋଟେ ଭୂତ […]

Continue Reading
Story

ବଟିଆ ଅଜାଙ୍କ ଅଜବ ଗପ -୨

Story    ମାଲକାନଗିରି ପାଖରେ ଛୋଟ ଗାଁଟିଏ । ନାମ ଟିକରିଗୁଡା । ସେହି ଗାଁରେ ଥିଲା ସୋମୁ ବୋଲି ପିଲାଟିଏ । ସେ ମନ ଦେଇ ପାଠ ପଢେ । ବାପା ମାଆଙ୍କ କଥା ମାନେ । ସମସ୍ତଙ୍କ ସହ ସେ ହସ ହସ ମୁହଁରେ କଥା ହୁଏ । ତେଣୁ ଗାଁରେ ସମସ୍ତେ ତାକୁ ଭଲ ପାଆନ୍ତି ।             ସେଦିନ ଥାଏ ନଭେମ୍ବର ୧୪ । ଚାଚା ନେହେରୁଙ୍କ ଜନ୍ମ ଜୟନ୍ତୀ । ସ୍କୁଲରେ […]

Continue Reading
Poem

କୁନି କୁନି ଶିଶୁ

Poem ସୌରେନ୍ଦ୍ର ସେନାପତି      କୁନି କୁନି ଆମେ ଶିଶୁ ଇନ୍ଦ୍ରଧନୁର            ସାତ ରଙ୍ଗ ନେଇ          ସବୁରି ସାଥିରେ ମିଶୁ । ଆମ ମନେ ନାହିଁ     କପଟ ଛଳ ଆମେ ଭାବୁ ନାହୁଁ    ଆପଣା ପର ଭେଦ ଭାବ କିଛି      ମନରେ ନ ରଖି            ସଭିଙ୍କ ସାଙ୍ଗରେ ହସୁ । ଆମେ ଜାଣି ନାହୁଁ    ଧରମ ଜାତି ଆମେ ବୁଝୁ ଖାଲି     ସେନେହ ପ୍ରୀତି ପାଠ ପଢି […]

Continue Reading
story

ବଟିଆ ଅଜାଙ୍କ ଅଜବ ଗପ

            Story ହୁକାଉ ବୋଲି ଗାଁଟିଏ ଥିଲା । ସେ ଗାଁକୁ ଲାଗିକରିଥିଲା ଗୋଟିଏ ଜଙ୍ଗଲ । ଜଙ୍ଗଲ ଆରପଟେ ଛୋଟିଆ ସହରଟେ ଥିଲା । ସହରଟି ଛୋଟ ହେଲେ ବି ଦେଖିବା ଭଳି ସହରଟିଏ । ବହୁ ସୁନ୍ଦର ସୁନ୍ଦର ମନ୍ଦିର ଥିଲା । କେତେଗୁଡିଏ ଝରଣା ଥିଲା । ଚିଡିଆଖାନାଟିଏ ଥିଲା । ପିଲାମାନଙ୍କ ଖେଳିବା ପାଇଁ ପାର୍କ ଥିଲା । ଭଳିକି ଭଳି ମିଠାଇ ଦୋକାନ ଥିଲା । ବହୁତ ସୁନ୍ଦର ପ୍ରପାତଟିଏ […]

Continue Reading

ଭଗବାନ ଓ ଭୂତ – ଭାଗ ୨

ଲେଖକ – ତରୁଣ ତପନ ମହାନ୍ତି ………..  ପୁଣି ଥରେ ବୁଢାଟି ହସି ଉଠିଲା । ତାପରେ କହିଲା – ମିଛ କଥା । ଭୂତ ଭଲ ପିଲାଙ୍କୁ କିଛି କରେ ନ।ହିଁ । ବୁଢା କହିଲା ଭୂତ ଭଲ ପିଲାଙ୍କର କିଛି କ୍ଷତି କରେ ନ।ହିଁ । ପିଲାଟି ଆଶ୍ଚର୍ଯ୍ୟହୋଇ ପଚାରିଲା – ଭଲ ପିଲା ମ।ନେ ? ବୁଢା ଉତ୍ତର ଦେଲା – ଭଲ ପିଲା କଣ ଜାଣିନୁ ? ଯେଉଁମାନେ ଭଲ ପାଠ […]

Continue Reading

ଭଗବାନ ଓ ଭୂତ

ଲେଖକ – ତରୁଣ ତପନ ମହାନ୍ତି ସହର ଶେଷରେ ନୂଆ କଲୋନୀରେ ରହୁଥିଲା ପିଲାଟିଏ । ବୟସ ତାକୁ ହୋଇଥିଲା ମୋଟେ ଏଗାର କି ବାରବର୍ଷ । ତାଙ୍କ ଘରେ ପହଞ୍ଚିବାକୁ ପାରି ହେବାକୁ ପଡୁଥିଲା ଗୋଟିଏ  ନିକାଞ୍ଚନିଆ ଗଳିଟିଏ । ତା ମା ତାକୁ କହିଥାଏ – ହୁସିଆର । ଏକୁଟିଆ ସେ ଗଳି ବାଟେ କେବେ ଯିବାଆସିବା କରିବୁନି । ସଞ୍ଜ ହେଲେ ତ ବିଲକୁଲ୍ ନୁହେଁ । ସେଠାରେ ଗୋଟେ ଭୂତ ରହେ […]

Continue Reading