ବିଶିଷ୍ଟ କବି ଡ.ଶତ୍ରୁଘ୍ନ ପାଣ୍ଡବ ଙ୍କୁ ସାରଳା ପୁରସ୍କାର

ଭୁବନେଶ୍ୱର : ଆଜି ୩୯ ତମ ଶାରଳା ପୁରସ୍କାର ଉତ୍ସବରେ ବିଶିଷ୍ଟ କବି ଡ଼ଃ ଶତ୍ରୁଘ୍ନ ପାଣ୍ଡବଙ୍କୁ ଚଳିତ ବର୍ଷର ସାରଳା ପୁରସ୍କାରରେ ସମ୍ମାନିତ କରାଯାଇଛି। ଇଣ୍ଡିଆନ୍‍ ମେଟାଲ ପବ୍ଲିକ୍‍ ଚ୍ୟାରିଟେବଲ୍‍ ଟ୍ରଷ୍ଟ (IMPaCT) ପକ୍ଷରୁ ଆୟୋଜିତ ଉତ୍ସବରେ ଡ଼ଃ ପାଣ୍ଡବଙ୍କୁ ମାନପତ୍ର ସହ ନଗଦ ୫ ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇ ଥିଲା। ସେହିପରି ସୁନାମଧନ୍ୟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କୁ ଚଳିତ ବର୍ଷର ଇଲା ପଣ୍ଡା ସଂଗୀତ ସମ୍ମାନ […]

Continue Reading

ଡ. ପ୍ରତିଭା ରାୟ ହେଲେ ଜ୍ଞାନପୀଠ ସିଲେକ୍ସନ ବୋର୍ଡ ଅଧ୍ୟକ୍ଷା

            ଖ୍ୟାତନାମା ଔପନ୍ୟାସିକା ତଥା ପଦ୍ମଶ୍ରୀ ଡ. ପ୍ରତିଭା ରାୟ ସମ୍ମାନଜନକ ଜ୍ଞାନପୀଠ ସିଲେକ୍ସନ ବୋର୍ଡର ଅଧ୍ୟକ୍ଷା ରୂପେ ନିଯୁକ୍ତ ହୋଇଛନ୍ତି । ଏନେଇ ବିଧିବଦ୍ଧ ଭାବେ ଭାରତୀୟ ଜ୍ଞାନପୀଠର ଅଫିସିଆଲ ୱେବସାଇଟରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ ସାହିତ୍ୟ କ୍ଷେତ୍ରରେ ସମ୍ମାନ ଜନକ ଜ୍ଞାନପୀଠ ପୁରସ୍କାର ପାଇଁ ଉଦ୍ଦିଷ୍ଟ ଚୟନ ମଣ୍ଡଳୀର ଜଣେ ସଦସ୍ୟା ହିସାବରେ ରହିଥିଲେ ।             ଡ ପ୍ରତିଭା ରାୟଙ୍କର ପ୍ରଥମ ଉପନ୍ୟାସ ଥିଲା ‘ବର୍ଷା ବସନ୍ତ ବୈଶାଖ’ […]

Continue Reading

କବିତା – ତୁମ ସହ ଦେଖା

କବିତା – ଶ୍ରୀ ସୌରେନ୍ଦ୍ର ସେନାପତି  ତୁମକୁ ଦେଖିଲେ କାହିଁକି କେଜାଣି ମୋତେ ଭାରି ଭଲ ଲାଗେ । କିଛି ଅପଲକ କିଛି ବାର ବାର କିଛି ଚେତନାର ତ କିଛି ଆତ୍ମବିଭୋରତା ମନେ ହୁଏ ମୋ ଆଗରେ ଅନଳ ପସରା ଆଉ ମୁଁ ପତଙ୍ଗଟିଏ ।   ତମ ଆଖିରେ ସାଦର ଆମନ୍ତ୍ରଣ ମୋ ଆଗରେ ଉଭା ହୋଇଯାଏ ମହାସମୁଦ୍ର ମୁଁ ଯେପରି ଉଠିପଡି ଧାଇଁଛି ନଦୀଟିଏ ହୋଇ ହଜିବାକୁ ଚିର ଦିନ ପାଇଁ । […]

Continue Reading

କବିତା – କେତେ କମ

କବିତା – ଶ୍ରୀ ସୌରେନ୍ଦ୍ର ସେନାପତି  ଶବ୍ଦ ସିନା ଦେଲ ପ୍ରଭୁ ଦେଲ ନାହିଁ ମୋ ମୁହଁରେ ଭାଷା ମୋତେ ସିନା ଲାଗୁଥିଲା ବହୁତ ଜାଣିଛି ହେଲେ ପଡିଗଲା ଊଣା ଯେବେ ଗଲି ବର୍ଣିବି ତୁମକୁ । ଦେଲ ସିନା ଭାବ କେତେବେଳେ ଛଳ ଛଳ ଆହ୍ଲାଦିତ କେତେବେଳେ ବିସ୍ଫାରିତ ହେଲେ ମୁଁ କଣ ଜାଣେ ହେବି ଏତେ ଅକାମ ବ୍ୟକ୍ତ କରିବାରେ ! ଦେଲ ସିନା ମନ ଏତେ ଅସ୍ଥିର ଏତେ ଉତଶୃଙ୍ଖଳ ବିଷୟା ବିଷରେ […]

Continue Reading

କବିତା – ଅମାନିଆ

କବିତା – ଶ୍ରୀ ସୌରେନ୍ଦ୍ର ସେନାପତି ତୋତେ ଦେଖିଲେ ଆଖି ହୁଏ ଅମାନିଆ ତୋ ଠାରୁ ଚାହେଁ ନା ନଜର ଫେରାଇ ନେବାକୁ । ତୋତେ ଦେଖିଲେ ହାତ ଚାହେଁ ଛୁଇଁବାକୁ ତୋତେ ସେ ବୁଝେ ନାହିଁ ଗୋଲାପ ଛୁଇଁଲେ କଣ୍ଟା ଫୁଟିଯାଏ । ତୋତେ ଦେଖିଲେ ମନ ହୁଏ ଅମାନିଆ କାହିଁକି କେଜାଣି ଝୁରିହୁଏ ତୋତେ । @OdishaInfocus News Desk Please follow and like us:

Continue Reading

କବିତା – ମୋ ଅକୁହା କଥା

କବିତା – ଶ୍ରୀ  ସୌରେନ୍ଦ୍ର ସେନାପତି   ତୋତେ ଯାହା କହିବାକୁ ଭାବିଥିଲି କହୁ କହୁ ଅଜାଣତେ ମୋର ବନିଲା କବିତା ଗୋଟି ଗୋଟି ଶବ୍ଦ ସବୁ ମୋ ଭାଷା ଭିତରେ ବହିଗଲା ନଦୀ ପରି ମୋ ବ୍ୟଥା ବେଦନାକୁ ନେଇ ଖାସ ତୋରି ପାଇଁ । ଭାବିଥିଲି ତୁ ବୁଝିବୁ ମୋ ଅକୁହା ଶବ୍ଦକୁ ସାଉଁଟି ନେବୁ ତୋର ପଣତ କାନିରେ ହେଲେ ତୁ ମିଳିଲୁନି ଚାଲିଯାଇଥିଲୁ କେଉଁ ପାହାଡକୁ କେଉଁ ଆକାଶ ଛାତିରେ ମୁଣ୍ଡ […]

Continue Reading

କବିତା – ଶୂନ ଶାନ ରାତି

କବିତା – ସୌରେନ୍ଦ୍ର ସେନାପତି  ଦେଖିଛି ମୁଁ ସେଇ ଶୂନ ଶାନ ରାତି ଦେଖିଛି ବର୍ଷୁକ ଆକାଶ ଛାତି ବାଟୋଇ ସାଜିଛି ନ ଥାଇ ସାଥି ଏମିତି ଜୀବନ ଯାଉଛି ବିତି । କିଏ ବା ବୁଝିବ ଦୁଃଖର ତାତି ପ୍ରେମ ପାଇଁ ଥିଲି ମୋ ହାତ ପାତି ବିରହ ସାଜିଲା ମୋ ପାଇଁ କାତି ଲୋଭ ଛାଡିଗଲା ଜୀବନ ପ୍ରତି । @OdishaInfocus News Desk Please follow and like us:

Continue Reading

ନିଦ ନାହିଁ ଆଖିରେ

କବିତା- ସୌରେନ୍ଦ୍ର ସେନାପତି ମୋ ଆଖିରେ ନିଦ ନାହିଁ ସାରା ରାତି ଉଜାଗର କାହିଁକି କେଜାଣି ତୁମ କଥା ଆସେ ବାରମ୍ବାର ବନ୍ଦ ଆଖିପତା ତଳେ ତୁମ ଛବି ଭାସି ଆସେ ହସ ତୁମେ ମନ୍ଦ ମନ୍ଦ ଡାକ ହାତ ଠାରି ହେଲେ ଖୋଲି ଦେଲେ ଆଖି ହଜି ଯାଅ ରାତ୍ରୀର ଅନ୍ଧାରେ । Please follow and like us:

Continue Reading

ଆଜି ପୁସ୍ତକପ୍ରେମୀ ଦିବସ | Today is book-lovers day

            ଆଜି ହେଉଛି ପୁସ୍ତକପ୍ରେମୀ ଦିବସ (Today is book-lovers day) । ଆଜିର ଇଣ୍ଟରନେଟ ଯୁଗରେ ବି ପୁସ୍ତକ ତାର ଚାହିଦା ହରେଇନାହିଁ । ଆଜି ବି ପୁସ୍ତକପ୍ରେମୀ ଗଳ୍ପ, ପ୍ରବନ୍ଧ, କବିତା, ନାଟକ ଓ ଉପନ୍ୟାସପ୍ରତି ତାଙ୍କର ରୁଚି ରଖିଛନ୍ତି । ମଣିଷ ଲେଖି ପଢି ଜାଣିବାଠାରୁ କିଏ ଲେଖିବାକୁ ଚାହିଁଛି  ତ କିଏ ସେସବୁ ପଢି ତାର ମର୍ମ ବୁଝିବାକୁ ଚେଷ୍ଟା କରିଛି ଆଉ ମୂଲ୍ୟାଙ୍କନ […]

Continue Reading

ପୁସ୍ତକ ‘ନବୀନ ପଟ୍ଟନାୟକ’ | Book ‘Naveen Patnaik’

            ଉନ୍ମୋଚିତ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଲିଖିତ ବାୟୋଗ୍ରାଫି ପୁସ୍ତକ ‘ନବୀନ ପଟ୍ଟନାୟକ’ (Book ‘Naveen Patnaik’ ) । ଏହା ହେଉଛି ଦେଶର ପ୍ରଥମ ରାଜନୈତିକ ବାୟୋଗ୍ରାଫି ପୁସ୍ତକ । ଏହାର ଲେଖିକା ହେଉଛନ୍ତି ‘ଆଉଟଲୁକ’ ପତ୍ରିକାର ସମ୍ପାଦକ ରୁବେନ ବାନାର୍ଜୀ । ସ୍ଥାନୀୟ ପ୍ରେସ କ୍ଲବ ଅଫ ଓଡିଶା ପରିସରେ ରବିବାର ଦିନ ଲେଖକ ବାନାର୍ଜୀ ଓ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ଉପସ୍ଥିତିରେ ଓଡିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଅମୀୟ […]

Continue Reading