Literature

ବିଶେଷ ସୂଚନା – OdishaInfocus

ପାଠକଙ୍କ ପାଇଁ ବିଶେଷ ସୂଚନା –Literature ଯେଉଁମାନେ odishainfocusରେ କ୍ଷୁଦ୍ରଗଳ୍ପ, କବିତା, ପ୍ରବନ୍ଧ, ଶିଶୁଗଳ୍ପ କବିତା ଆଦି ପଠାଇବାକୁ ଚାହୁଁଛନ୍ତି ସେମାନେ ଓଡିଆରେ ନିଜ ଲେଖା ଆମର ଇମେଲ ଠିକଣା [email protected] କୁ  subjectରେ ‘ମୋ ଲେଖା’ ବା “Mo Lekha” ଲେଖି ପଠାଇବାକୁ ଅନୁରୋଧ । ଲେଖା କିନ୍ତୁ ଯଥାସମ୍ଭବ କ୍ଷୁଦ୍ର ହୋଇଥିବା ଆବଶକ । ଦୀର୍ଘ ଲେଖା ଦ୍ଵିତୀୟ sessionରେ ପ୍ରକାଶିତ ହେବ ।   #OdishaInfocus News Desk Please follow and […]

Continue Reading
Short Story

ଦୃଶ୍ୟାନ୍ତର – A Short Story

Short Story by ତରୁଣ ତପନ ମହାନ୍ତି             ଏ ସି ଚାଲିଥାଏ । ଫ୍ୟାନ ଘୂରୁଥାଏ । ସିଏ ପଡିଥାଏ ବିଛଣା ଉପରେ । ଅଧା ଦେହ ବାହାରେ ଥାଏ । ତାକୁ ଲାଗୁଥାଏ, ସେ ମରି ଯାଇଛି । ଗୋଡ ହାତ ଅଚଳ । ଦେହଟା ମାଟିପିଣ୍ଡୁଳା ପରି ହାଲକା । ପାଟି ଫିଟାଇ ଡାକିବାକୁ ଇଚ୍ଛା ହେଉ ନ ଥାଏ । ତଥାପି ସେ ସେମିତି ପଡିଥାଏ ।             କେତେବେଳେ ସରିକି […]

Continue Reading
Pagara Mahaka

ପାଗର ମହକ – A Short Story

A Short Story by, ରାଜଲକ୍ଷ୍ମୀ ତ୍ରିପାଠୀ             ଖୁବ ମଉଜିଆ ପାଗଟେ ହୋଇଥାଏ । ଶିତୁଆ ପାଗକୁ ଝିପିଝିପି ବର୍ଷ । ବାହାରିଲେ ଚାରିସାଙ୍ଗ ଗାଡି ଧରି ବାହାରକୁ,  କିଛି ଖିଆପିଆ କରି ମଉଜ କରିବାକୁ । ଗାଡି କିଛି ବାଟ ଯାଇଛି, ଏକ ବୁଢୀ ଲୋକ ଓ ଛୋଟ ଲଙ୍ଗଳା ପିଲାଦୁଇଟା ଜରିଟାଏ ଧରି ଦଉଡୁଛନ୍ତି । ଗାଡି ଲାଇଟ ହେଡ ମାରିଦେଖିଲେ ଜରିରେ ସେମାନେ ଝରିପୋକ ଗୋଟାଇବାରେ ବ୍ୟସ୍ତ ।             ଗାଡି […]

Continue Reading
Logo

odisainfocusରେ କ୍ଷୁଦ୍ରଗଳ୍ପ, କବିତା, ପ୍ରବନ୍ଧ, ଶିଶୁଗଳ୍ପ

ବିଶେଷ ସୂଚନା – ଯେଉଁମାନେ OdishaInfocusରେ କ୍ଷୁଦ୍ରଗଳ୍ପ, କବିତା, ପ୍ରବନ୍ଧ, ଶିଶୁଗଳ୍ପ କବିତା ଆଦି ପଠାଇବାକୁ ଚାହୁଁଛନ୍ତି ସେମାନେ ଓଡିଆରେ ନିଜ ଲେଖା ଆମର ଇମେଲ ଠିକଣା [email protected] କୁ  subjectରେ ‘ମୋ ଲେଖା’ / ‘Mo Lekha’ ଲେଖି ପଠାଇବାକୁ ଅନୁରୋଧ । ଲେଖା କିନ୍ତୁ ଯଥାସମ୍ଭବ କ୍ଷୁଦ୍ର ହୋଇଥିବା ଆବଶକ । ଦୀର୍ଘ ଲେଖା ଗ୍ରହଣଯୋଗ୍ୟ ନୁହଁ । @OdishaInfocus News Desk Please follow and like us:

Continue Reading

ସନ୍ୟାସ

Story by: ତରୁଣ ତପନ ମହାନ୍ତି             ବାହା ହେବାର ବୟସ ଗଡି ଯାଇଥିଲେ ବି ମୁଁ ସେ ପର୍ଯ୍ୟନ୍ତ ବିଭା ହୋଇ ନ ଥିଲି । ସବୁବେଳେ ରହୁଥିଲା କେମିତ ଏକ ଅନ୍ୟମନସ୍କ ଭାବ । ଘରେ ରହିବାକୁ ଜମା ଇଚ୍ଛା ହେଉନଥିଲା । ଚାକିରି ଛାଡି କୁଆଡେ ବହୁ ଦୂରକୁ ଚାଲି ଯିବା ପାଇଁ ବାରମ୍ବାର ଚିନ୍ତା କରୁଥିଲି ମୁଁ । ବାପା ଯେ ମୋର ଏଇ ଖାପଛଡା ବ୍ୟବହାରକୁ ଭଲ ଭାବରେ ଲକ୍ଷ୍ୟ […]

Continue Reading

ଜୀବନର ଅଙ୍କକଷା – A Poem

  ଜୀବନର ଅଙ୍କକଷା – A Poem      ଶ୍ରୀ ଦୟାନିଧି ତ୍ରିପାଠୀ ଜୀବନର ଖୋଲା ଖାତାରେ      ଅଙ୍କକଷା ଚାଲିଥିଲା ତଥାପି ଜୀବନ ମାନସାଙ୍କ        ଭୁଲ ହୋଇଗଲା । ୧ ଏକରେ ଏକ ମିଶି             ଦୁଇ ବଦଳରେ ତିନି ହୋଇଗଲା ଚାହୁଁ ଚାହୁଁ ସଦା କାଗଜରେ             ମୋର ଯୁକ୍ତ ଚିହ୍ନ ଭରି ହୋଇଗଲା । ୨ ସମାନ ଚିହ୍ନକୁ ସାମ୍ନା କରିବା ପୂର୍ବରୁ             ବିଯୁକ୍ତ ଚିହ୍ନ ଆସିଗଲା କିଏ ମୋତେ ବାପା […]

Continue Reading

ଓଡିଶାର ୨ଜଣଙ୍କୁ କେନ୍ଦ୍ର ସାହିତ୍ୟ ପୁରସ୍କାର

            ଗତକାଲି ଦିଲ୍ଲୀରେ ଅନୁଷ୍ଠିତ ହେଇଥିଲା କେନ୍ଦ୍ର ସାହିତ୍ୟ ଏକାଡେମୀରେ (Sahitya Akademi Award) ବାର୍ଷିକ ଉତ୍ସବ ‘ଫେଷ୍ଟିଭାଲ ଅଫ ଲେଟର୍ସ’ (Festival of Letters)। ଏହି ଉତ୍ସବରେ ଦେଶର ବିଭିନ୍ନ ଭାଷାର ୨୩ ଜଣ ସାହିତ୍ୟିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ପୁରସ୍କୃତ କରାଯାଇଛି । ପୁରସ୍କୃତ ହେଇଥିବା ଅଧିକାଂଶ ପୁସ୍ତକର ମୁଖ୍ୟ ବିଷୟବସ୍ତୁ ସମାଜ ଓ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ । ଏକାଡେମୀ ଦେଶର ସମସ୍ତ ମହାନ ତଥା ବିବିଧ ସାହିତ୍ୟ ଏବଂ […]

Continue Reading

କୋଣାର୍କ – A Poem

Konark – A Poem ଭାସ୍କର ଚନ୍ଦ୍ର ମିଶ୍ର ସୌନ୍ଦର୍ଯ୍ୟଭରା ଆକାଶର ମୁକ୍ତ ରଙ୍ଗମଞ୍ଚେ             ଆଜି ନାଚୁଛି ନର୍ତ୍ତକୀ ବିନା ଘୁଙ୍ଗୁରରେ ତଥାପି ଆୱାଯ ଆସୁଛି କେଉଁ ଦୂର ଦିଗବଳୟରୁ             ଛମ ଛମ କରି ଦିଗନ୍ତ ବିସ୍ତାରୀ             ସେଇ ଊର୍ମିମାଳା ବୋଧେ ଧୌତ କରୁଛି ପାଦ କୋଣାର୍କର । ନୀରବ ନିସ୍ତବ୍ଧ ନିଶୀଥ ଆଞ୍ଚଳ ଆଜି କୋଳାହଳମୟ କରୋଳି ଉଠୁଛି ଚିତ୍ରକର, କଳାକାର, ସ୍ତୁପକାର ଓ ନର୍ତ୍ତକୀ ଗହଣେ ଶିଳ୍ପୀର ନିହଣ ମୁନ […]

Continue Reading

ରେବତୀ – A Poem

Poem – Rebati ସୁନୀଲ କୁମାର ରଥ ଝିଅର ପାଠରେ କାଳେ ବଂଶ ବୁଡେ କୁଳଟାର ଅପବାଦ ମିଳେ ଆମୃତ୍ୟୁ ତୋ ଭାଗ୍ୟେ ଲେଖା ଥିଲା ରଡ, ନିଆଁ, ଚୁଲି ଓ ପାଉଁଶର ଶ୍ରଦ୍ଧା । ଚଳମାନ ଇତିହାସ ଆଜି ବି ଖୋଜୁଛି ତୋ ପାଇଁ ତା ମାନଚିତରେ ଜାଗା ।  ଏବେ ବି ଦିଶୁଚି ତୋ ଡବ ଡବ ଆଖିରେ ଆଖିଏ ସ୍ଵପ୍ନ, ପଢି ଚାଲ ରେବତୀ ! ପଢି ଚାଲ  । ସାମନାର ରୁନ୍ଧା […]

Continue Reading
Biju

ଦି ଟଲ ମ୍ୟାନ-ବିଜୁ ପଟ୍ଟନାୟକ ପୁସ୍ତକ

            ଆଜି ଉନ୍ମୋଚିତ ହେବ ଶତାବ୍ଦୀ ପୁରୁଷ  ‘ଦି ଟଲ ମ୍ୟାନ-ବିଜୁ ପଟ୍ଟନାୟକ’ (The Tall Man Biju Patnaik) ପୁସ୍ତକ । ଭୁବନେଶ୍ଵର ଉତ୍କଳ ମଣ୍ଡପଠାରେ  ସମୟ ଅପରାହ୍ନ ୪ଟା ୩୦ରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସ୍ମାରକୀ ପୁସ୍ତକ ଉନ୍ମୋଚନ ସମାରୋହ ଆୟୋଜିତ ହେବାକୁ ଯାଉଛି । ଏଥିରେ ଯୋଗ ଦେଉଛନ୍ତି ବିଜେଡିର ବହୁ ପୁରୁଣା ସହଯୋଗୀ । ଆଜିର ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ […]

Continue Reading