ଏମିତି ଏକ ହ୍ରଦ ଅଛି, ଯେଉଁଠି ପଶୁପକ୍ଷୀ ପଥର ପାଲଟି ଯାଆନ୍ତି

କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟା ସମ୍ପୂର୍ଣ ସତ୍ୟ । ଆଫ୍ରିକୀୟ ଦେଶ ତାଞ୍ଜାନିଆର ଉତ୍ତର ପ୍ରାନ୍ତରେ ରହିଛି ଏଭଳି ଏକ ବିସ୍ମଯକାରୀ ହ୍ରଦ । ଏହି ହ୍ରଦର ନାମ ନେଟ୍ରନ । ଏହା ଏକ ମୃତ୍ୟୁର ହ୍ରଦ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଏହି ହ୍ରଦର ଜଳରେ ଯିଏ ବି ଆସେ, ସେ ମୃତ୍ୟୁ ବରଣ କରି ପଥର ପ୍ରାୟ ପାଲଟିଯାଏ । ଏହି ହ୍ରଦ ଏକ ଲବଣାକ୍ତ ହ୍ରଦ […]

Continue Reading

ସୁନ୍ଦରଗଡ଼ରେ ୧୨ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ୧୨ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ଥିବା ଜଣାଯାଇଛି । ମୋଟ ୬୨ ଜଣଙ୍କ ମଧ୍ୟରୁ ୩୪ ଜଣ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଆଉ ୧୩ ଜଣ ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖ ସୁଦ୍ଧା ଆଉ ୮୦୦ କରୋନା ଶଯ୍ୟା ବୃଦ୍ଧି କରାଯିବ । ସ୍ଥିତି ଦେଖି ରାଉରକେଲାରେ ସଟଡାଉନ କି ଲକଡାଉନ ନିଷ୍ପତ୍ତି ନିଆଯିବ […]

Continue Reading

ଆଗାମୀ ବର୍ଷ ଯାଏଁ ଘୁଂଚିଲା ଏସିଆ କପ

ନୂଆଦିଲ୍ଲୀ : ମହାମାରୀ କରୋନା ଯୋଗୁଁ ଏହି ବର୍ଷ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏସିଆ କପ ଆଗାମୀ ବର୍ଷ ଜୁନ ପର୍ୟ୍ୟନ୍ତ ଘୁଂଚାଇ ଦେଇଛି ଏସିଆନ କ୍ରିକେଟ କାଉନସିଲ । ତେବେ ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ବୋଲି ସ୍ପଟ କରିଛି ଏସିସି । ୨୦୨୦ ଟୁର୍ନାମେଣ୍ଟ ସଂଯୁକ୍ତ ଆରବ ଏମିରେଟ୍ସରେ ପାକିସ୍ତାନ ସହିତ ଏହି ଟୁର୍ନାମେଣ୍ଟ ଆୟୋଜନ ହେବାର ଥିଲା । ତେବେ ପ୍ରଥମେ ଭାରତୀୟ ଦଳ ପାକିସ୍ତାନ ଯାତ୍ରା କରିବାକୁ ସିଧାସଳଖ […]

Continue Reading
Odisha Infocus

ସଟଡାଉନ ହେଲା ବିଧାନସଭା

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଗତ ବୁଧବାର ରାଜଭବନକୁ ସାଧାରଣ ଲୋକଙ୍କ ଯିବା ନିଷେଧ ହୋଇଥିବାବେଳେ ଶୁକ୍ରବାର ବିଧାନସଭାକୁ ଦିନକ ପାଇଁ ସଟଡାଉନ ଘୋଷଣା କରାଯାଇଛି। ଏନେଇ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ବିଧାନସଭାକୁ ଶୁକ୍ରବାର ସଟଡାଉନ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଶନି […]

Continue Reading
odisha infocus

ବିଶେଷ ବଡ ଖବର, ଓଡ଼ିଶାର ୫ ଜିଲ୍ଲା ମାଓବାଦୀ ମୁକ୍ତ

ଭୁବନେଶ୍ୱର : ମାଓବାଦୀ ମୁକ୍ତ ହେଲା ଓଡ଼ିଶାର ଆଉ ୫ ଜିଲ୍ଲା । ମାଓ ପ୍ରଭାବିତ ଅଞ୍ଚଳରୁ ମୁକ୍ତ ହୋଇଥିବା ଏହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେଓଗଡ ଓ ନୟାଗଡ । ଓଡିଶାକୁ ମାଓବାଦୀ ମୁକ୍ତ ଜିଲ୍ଲା କରିବାକୁ ଓଡିଶା ପୋଲିସ୍ କାର୍ୟ୍ୟ କରୁଛି । ଅନୁଗୁଳ, ବୌଦ୍ଧ, ସମ୍ବଲପୁର ଦେଓଗଡ ଓ ନୟାଗଡ ମାଓ ପ୍ରଭାବିତ ଅଞ୍ଚଳ ରୁ ମୁକ୍ତ ହୋଇଛି । ଓଡିଶା ସରକାର ଏଥିପାଇଁ ଆଜି ମଞ୍ଜୁରୀ ଦେଇଛନ୍ତି । […]

Continue Reading

ରାଜ୍ୟରେ କରୋନା ନେଲା ଆହୁରି ୪ ମୁଣ୍ଡ, ମୋଟ ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି

ଦିନକୁ ଦିନ ଏବେ କରୋନା ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ କରୋନା ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳିଛି । ତେବେ ବେଶୀ ମୃତ୍ୟୁ ଗଞ୍ଜାମ ଜିଲ୍ଲାରୁ ହିଁ ହେଉଛି । ସଂକ୍ରମଣ ମଧ୍ୟ ବେଶୀ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳୁଛି । ଆଜି କରୋନା ମୃତ୍ୟୁ ୪ ହୋଇଥିବାବେଳେ ଅନ୍ୟ ରୋଗରେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେ ଦୁଇଜଣରୁ ଜଣେ ସୁନ୍ଦଗଡ ଜିଲ୍ଲାର ହୋଇଥିବାବେଳେ ଅନ୍ୟ ଜଣଙ୍କ ଭଦ୍ରକ […]

Continue Reading

ରେକର୍ଡ କଲା ଆଜି ପଜିଟିଭ ସଂଖ୍ୟା, ଏକକାଳୀନ ୭୫୫ ଚିହ୍ନଟ ମୋଟ ସଂଖ୍ୟା ୧୧ ହଜାର ୯୫୬କୁ ବୃଦ୍ଧି

ଆଜି ରାଜ୍ୟରେ ସର୍ବକାଳିନ ରେକର୍ଡ କରିଛି କରୋନା ପଜିଟିଭ ସଂଖ୍ୟା । ଏକକାଳୀନ ୭୫୫ ଜଣ ଆଜି ମୋଟ ୨୩ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଶେଠୀମଧ୍ୟରୁ ୫୦୮ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୪୭ ଜଣ ଲୋକାଲ କେସ ବୋଲି ଜଣାପଡିଛ । ଏ ଯାବତ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୧୧ ହଜାର ୯୫୬କୁ ବୃଦ୍ଧି ପାଇଛି । ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ୭୪୦୭ ଜଣ, ସକ୍ରିୟ ଆକ୍ରାନ୍ତ […]

Continue Reading

ପାଣିପାଗ ବିଭାଗର ସୁଚନା, ରାଜ୍ୟର ସ୍ଥାନେ ସ୍ଥାନେ ରହିଛି ବର୍ଷା ସମ୍ଭାବନା

ଭୁବନେଶ୍ୱର : ଏବେ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ କିମ୍ବା ଟ୍ରଫଲାଇନ୍ ସମ୍ଭାବନା ନାହିଁ । ତେଣୁ ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । କିନ୍ତୁ ଆସନ୍ତା ଦୁଇଦିନ ରାଜ୍ୟର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ କହିଛି, ଶୁକ୍ରବାର ରାଜ୍ୟର କେତେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁରରେ […]

Continue Reading

ଲଦାଖ ପ୍ରସଙ୍ଗରେ ଆଜି ଭାରତ-ଚୀନ ମଧ୍ୟରେ କୂଟନୈତିକ ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ : ଆଜି ଭାରତ-ଚୀନ ମଧ୍ୟରେ କୂଟନୈତିକ ସ୍ତରୀୟ କଥାବାର୍ତ୍ତା ହେବ। ୱାର୍କିଂ ମେକାନିଜିମ୍ ଫର କନସଲଟେସନ ଆଣ୍ଡ କୋଅର୍ଡିନେସନ ଅନ ଇଣ୍ଡୋ-ଚୀନ ବର୍ଡର ଆଫାୟାର୍ସ (ୱାଇଏମସିସି)ର ମେକାନିଜମ୍ ଆଧାରରେ ଏହି କଥାବାର୍ତ୍ତା ହେବ। ଏଲଏସିରେ ସୃଷ୍ଟି ହେଉଥିବା ଉତ୍ତେଜନାକୁ ହ୍ରାସ ନିମନ୍ତେ ୨୦୧୨ରେ ୱାଇଏମ୍ସିସି ଭଳି ବ୍ୟବସ୍ଥାକୁ ଦୁଇଦେଶ ଆପଣାଇଥିଲେ। କଥାବାର୍ତ୍ତାରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ପୂର୍ବ ଏସିଆ) ନବୀନ ଶ୍ରୀବାସ୍ତବ ନେତୃତ୍ବ ନେବେ। ସେହିପରି ଚୀନ ପକ୍ଷରୁ ଏହାର ବୈଦେଶିକ […]

Continue Reading

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୮ ଲକ୍ଷ ମୁହାଁ, ମୃତ୍ୟୁସଂଖ୍ୟା ୨୧୬୨୩

ଦେଶରେ ବେଶ ଦୃତ ଗତିରେ ବଢିଚାଲିଛି ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ୮ ଲକ୍ଷ ମୁହାଁ ହୋଇଛି ସଂକ୍ରମିତ ସଂଖ୍ୟା । ଆଜି ସକାଳ ପର୍ଯ୍ୟନ୍ତ ସୂଚନା ଅନୁଯାୟୀ ପହଞ୍ଚିଛି ୭ ଲକ୍ଷ ୯୪ ହଜାର ୮୬୪ରେ । ସେପରି କରୋନା ମୃତ୍ୟୁସଂଖ୍ୟା ୨୧ ହଜାର ୬୨୩କୁ ବୃଦ୍ଧି ପାଇଛି । ଏ ପର୍ଯ୍ୟନ୍ତ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୭୭ ହଜାର ୧୮୦ ଥିବାବେଳେ ସୁସ୍ଥ ସଂଖ୍ୟା ରହିଛି ୪ ଲକ୍ଷ […]

Continue Reading