odisha infocus

ସମ୍ପର୍କୀୟ ଭାଇର ନାରକୀୟ କାଣ୍ଡ, ରାସ୍ତାରୁ ଉଠାଇନେଲା ଭଉଣୀକୁ

ସମ୍ପର୍କର ପବିତ୍ରତା ଏବେ ଭୁଲିଯାଉଛି ଆଜିର ଯୁବକ । ନିଜର କାମନା ବାସନାର ଲେଲିହାନ ଶିଖାରେ ସେ ନିଜର ଭଉଣୀକୁ ମଧ୍ୟ ପୋଡି ଜାଳି ଜୀବନ ଛାରଖାର କରିଦେଉଛି । ବାସନା ଏତେ ତୀବ୍ର ଯେ ନାବାଳିକା ଭଉଣୀକୁ ଏକତରଫା ପ୍ରେମ କରି, ପ୍ରେମ ନିବେଦନ ପ୍ରତ୍ୟାଖାନ ହେବା ପରେ ଭଉଣୀ ସ୍କୁଲ ଯିବା ବାଟରେ ଅଟକାଇ ବେକରେ ଛୁରୀ ଲଗାଇ ଟେକି ନେଇଗଲା ଜଙ୍ଗଲକୁ ଆଉ ସବୁଦିନ ନିଜର କରି ରଖିବାକୁ ନାବାଳିକାକୁ ନେଇ କୁଆଡେ […]

Continue Reading

ପୁଣି ବିବାଦରେ ଗାୟକ ରାହତ ଫତେ ଅଲ୍ଲୀ ଖାନ

ନୁଆଦିଲ୍ଲୀ : ଗମ୍ଭୀର ଅଭିଯୋଗ ଘେରରେ ଜଣାଶୁଣା ସୁଫି ଗାୟକ ରାହତ ଫତେ ଅଲ୍ଲୀ ଖାନ । ବେନିୟମ ଭାବେ ସେ ବିଦେଶୀ ମୁଦ୍ରାର ଚୋରା କାରବାର କରୁଥିବା ଅଭିଯୋଗ ଆସିଛି । ଏବେ ରାହତଙ୍କୁ ମିଳିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡିର ସମନ । ପାଖାପାଖି ୩ଲକ୍ଷ ୪୦ହଜାର ଭାରତୀୟ ମୁଲ୍ୟର ଆମେରୀକୀୟ ମୁଦ୍ରା ରାହତଙ୍କ ପାଖରେ ଥିବା ଅଭିଯୋଗ ହୋଇଛି । ସେଥିମଧ୍ୟରୁ ପ୍ରାୟ ୨ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ସେ ଭାରତରେ ହିଁ […]

Continue Reading

କେନ୍ଦ୍ରାପଡାରେ ଦୁର୍ବୃତ୍ତ ଲୁଟି ନେଲେ ୨୦ଲକ୍ଷ ଟଙ୍କାର ଗହଣା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବଜାରରେ ଏକ ବଡ ଧରଣର ଲୁଟ ହୋଇଛି । ସକାଳେ ଧୂପ ଦେବା ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ୨୦ଲକ୍ଷ ଟଙ୍କାର ଗହଣା ଲୁଟ କରି ଫେରାର ହୋଇ ଯାଇଛନ୍ତି । ସୂଚନା ମୁତାବକ, ଆଜି ସକାଳ ୧୦ଟାରେ ରାଜନଗର ବଜାରରେ ଥିବା ଶ୍ରୀମତି ଅଳଙ୍କାର ଏବଂ କଂସା ବାସନ ଭଣ୍ଡାର ନାମକ ଏକ ଗହଣା ଦୋକାନରେ ମାଲିକ ଜଣଙ୍କ ଧୂପ ଦେଉଥିଲେ । ସେହି ସମୟରେ […]

Continue Reading

ଜଳେଶ୍ଵରରେ ଧଳା ଜହର ଜବତ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅବକାରୀ ବିଭାଗ ପକ୍ଷରୁ ଏସପି ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ଵର ଓଆଇସି ହରପ୍ରସାଦ ରଣା ସଦଳବଳେ ଝାଡେଶ୍ବରପୁର ବସ୍ତି ଅଞ୍ଚଳରେ ଚଢ଼ାଉ କରି ୨୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି। ଏହା ସହିତ ଜଣେ ପଶ୍ଚିମ ବଙ୍ଗ ବେପାରୀକୁ ଗିରଫ କରିଛି । ଗିରଫ ଜଣକ ହେଲେ ଅନୀଲ ଖଟିକ। ତାଙ୍କ ଘର ପଶ୍ଚିମବଙ୍ଗ ଖଡ଼ଗପୁରର ଗୋଲବଜାର ଅଞ୍ଚଳର ବୋଲି ଜଣାପଡିଛି। ଜବତ ୨୩ ଗ୍ରାମ୍ ବ୍ରାଉନସୁଗାରର […]

Continue Reading

ସ୍ତ୍ରୀର ବିଭତ୍ସ କାଣ୍ଡ , ମହଙ୍ଗା ପଡିଲା ପରକୀୟା ପ୍ରୀତି

ନବରଙ୍ଗପୁର ; ମହଙ୍ଗା ପଡିଲା ପରକୀୟା ପ୍ରୀତି । ସ୍ୱାମୀଙ୍କୁ ବାରମ୍ବାର ମନା କରିବା ପରେ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିବାରୁ ରାଗି ଯାଇ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଦେଲେ ସ୍ତ୍ରୀ । ପୋଲିସ ଖବର ପାଇ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ପଚରା ଉଚରା କରୁଛି । ସେପଟେ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି ପୋଲିସ । ତେବେ ଏହି ଘଟଣା ପ୍ରଚାର ହେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି […]

Continue Reading

ମଧ୍ୟପ୍ରଦେଶରେ ବିଜେପି ନେତାଙ୍କୁ ହତ୍ୟା

ଭୋପାଲ : ମଧ୍ୟପ୍ରଦେଶରେ ଆଉ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ମୃତ ବିଜେପି ନେତା ହେଲେ ମନୋଜ ଠାକରେ । ତାଙ୍କ ମୃତଦେହ ବଲବାଡ଼ି- ସେଂଢ଼ୱା ରାସ୍ତାରୁ ମିଳିଛି । ପ୍ରାଥମିକ ତଦନ୍ତରୁ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଗତ ୪ ଦିନ ମଧ୍ୟରେ ଦୁଇଜଣ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ଏହା ପୂର୍ବରୁ ମନ୍ଦସଉରରେ ବରିଷ୍ଠ ବିଜେପି ନେତା […]

Continue Reading

ତୁ ମୋର ନୁହେଁ ତ କାହାର ନୁହେଁ, ଯୁବତୀ କାଟିଲା ବାନ୍ଧବୀ ବେକ

ଭୁବନେଶ୍ବର : ଜଣେ ଯୁବତୀଙ୍କୁ ହତ୍ୟା କଲେ ଆଉ ଜଣେ ଯୁବତୀ । ପରିବା କଟା ଛୁରୀରେ ଅତି ନାରକୀୟ ଭାବେ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ରାଜଧାନୀ ସ୍ଥିତ ଗୌରୀନଗର ଅଞ୍ଚଳରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ଘଟିଛି ଶନିବାର ବିଳମ୍ବିତ ରାତିରେ । ସେପଟେ ଘଟଣା ସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟ ଗୋଟିଏ ରୁମ୍ ରେ ଦୀର୍ଘ ସାଢେ ତିନି ବର୍ଷ ଧରି ରହୁଥିଲେ । […]

Continue Reading

୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ସମ୍ପର୍କୀୟ ଭାଇ

ବଳାକ୍ତାର ଭଳି ଏକ ଜଘନ୍ୟ ଅପରାଧ ନିମନ୍ତେ ଦଣ୍ଡବିଧାନ ହୋଇପାରୁନଥିବାରୁ ତଥା ଉପଯୁକ୍ତ ନ୍ୟାୟ ପାଇବାରେ ପୀଡ଼ିତା ପ୍ରମାଣ ଅଭାବରୁ ବଞ୍ଚିତା ହେଉଥିବାରୁ ଦୁଷ୍କର୍ମକାରୀମାନେ ଭୟ କରୁ ନାହାନ୍ତି ଦୁଷ୍କର୍ମ ଘଟାଇବାକୁ । ରାଜନୈତିକ ହସ୍ତକ୍ଷେପ ହେଉ, ପ୍ରଭାବଶାଳୀ ବ୍ୟକ୍ତିଙ୍କ ପ୍ରଭାବ ହେଉ ବା ପୋଲିସର ନିଷ୍କ୍ରିୟତା ହେଉ କିମ୍ବା ଆଇନର ଫାଙ୍କ ହେଉ, ଅପରାଧୀ ନିର୍ବିଘ୍ନରେ ଖସି ଯାଉଛି । ଏହାର ସୁଯୋଗ ନେଇ ଦୁଷ୍କର୍ମକାରୀମାନେ ବଳାକ୍ତାର କରିଚାଲିଛନ୍ତି । ସେମାନଙ୍କ କ୍ରୂର ପିପାସାରୁ ନା […]

Continue Reading

ଶ୍ଵଶୁରର ଗୋଟିଏ ଟାଙ୍ଗିଆ ଚୋଟରେ ବୋହୂ ଶେଷ

ଘଟଣାଟି ଘଟିଛି ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବଡକୁରୁବାରା ଗ୍ରାମରେ । ଶ୍ଵଶୁର ଦୟାନିଧି ଆଉ ସହିପାରିଲେନି ବୋହୂର ଦିନ ଦିନ ଧରି ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ନିର୍ଯ୍ୟାତନା । ଘଟଣା ପୂର୍ବଦିନ ରାତିରେ ସାନ ବୋହୂ ଶାନ୍ତି, ଶ୍ଵଶୁରଙ୍କ ସହ ପାଟିତୁଣ୍ଡ କରିଥିଲା, ବୃଦ୍ଧଙ୍କ ବାର୍ଦ୍ଧକ୍ୟ ଭତ୍ତା ହାତେଇବାକୁ । କେବଳ ସେହି ଗୋଟିଏ ଦିନ ନୁହେଁ, ବହୁବାର ପୂର୍ବରୁ ମଧ୍ୟ ଝଗଡା ଲାଗୁଥିଲା ସେହି ବାର୍ଦ୍ଧକ୍ୟ ଭତ୍ତା ସେମାନଙ୍କୁ ଦେଇଦେବା ପାଇଁ […]

Continue Reading

ବିଜେପି ନେତାଙ୍କୁ ଚଳନ୍ତା ଟ୍ରେନରେ ଗୁଳି କରି ହତ୍ୟା

ପାଟଣା : ବିଜେପିର ପୂର୍ବତନ ବରିଷ୍ଠ ନେତାଙ୍କୁ ଚଳନ୍ତା ଟ୍ରେନରେ ଗୁଳି କରି ହତ୍ୟା କରାଯାଇଥିବା ବେଳେ ବୁଧବାର ବିହାରରେ ଜଣେ ଭାରତୀୟ ଜନତା ପାର୍ଟିର ନେତା ମଧ୍ୟ ଅନୁରୂପ ଭାବରେ ହତ୍ୟାର ଶିକାର ହୋଇଛନ୍ତି । ରିପୋର୍ଟ ଅନୁସାରେ ମୁଜାଫରପୁର ଜିଲ୍ଲାରେ ବାଇଜୁ ପ୍ରସାଦ ଗୁପ୍ତା ନାଁରେ ଜଣେ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି । ପୋଲିସ କହିଛି, ସିୱାଇପଟି ପୋଲିସ ଥାନା ଅନ୍ତର୍ଗତ ପାକରି ଛକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି […]

Continue Reading