ଆଗୁଆ ସତର୍କତା, ଗଞ୍ଜାମ ଜିଲ୍ଲାରେ ଲାଗୁ ହେଲା ୧୯ ଘଣ୍ଟିଆ ସଟଡାଉନ

ଗଞ୍ଜାମ ଜିଲ୍ଲାରେ ଆଜିଠୁ ଲାଗୁ ସଟଡାଉନ କରାଯିବାକୁ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । କରୋନା ପ୍ରତିହତ କରିବାକୁ ଏହି ପଦକ୍ଷେପ ସେ ନେଇଥିବା, ପ୍ରକାଶ କରିଛନ୍ତି । ତେବେ ୨୪ ଘଣ୍ଟା ବଦଳରେ ସେ ଜିଲ୍ଲାକୁ ପ୍ରତିଦିନ ୧୯ଘଣ୍ଟିଆ ସଟଡାଉନ କରାଯିବ ବୋଲି କହିଛନ୍ତି । ସୂଚନା ଅନୁଯାୟୀ ୧୯ଘଣ୍ଟା ସଟଡାଉନ କରାଯାଇ ବାକି ୫ ଘଣ୍ଟା ଅତ୍ୟାବଶ୍ୟକ ସାମଗ୍ରୀ ବିକ କିଣା ନିମନ୍ତେ ଉଦ୍ଦିଷ୍ଟ ରହିବ । ସକାଳ ୭ଟାରୁ ଦିନ ୧୨ଟା ମଧ୍ୟରେ […]

Continue Reading

୨ଦିନ ପାଇଁ ସଟଡାଉନ ବିଭିନ୍ନ ସହରରେ ଲାଗୁହୋଇଥିଲେ ବି ଗୋଟିଏ ଜାଗାରେ ଲାଗୁହୋଇଛି ୧୧ଦିନ ପାଇଁ

ଭୁବନେଶ୍ବର, କଟକ ଓ ଭଦ୍ରକ ଆଦି ୩ଟି ସହରରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗତକାଲିଠାରୁ ସଟଡାଉନ ଘୋଷଣା କରାଯାଇଛି । ଏହି ୩ଟି ସହରରେ ସଟଡାଉନ ମାତ୍ର ୨ଦିନ ପାଇଁ ଲାଗୁକରାଯାଇଛି । ଏହା ବ୍ୟତୀତ କେତେକ ଅଞ୍ଚଳକୁ ସିଲ ମଧ୍ୟ କରିଦିଆଯାଇଛି । କିନ୍ତୁ ଆଜି ଗୋଟିଏ ସ୍ଥାନରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ଦୀର୍ଘ ୧୧ଦିନ ପାଇଁ ସଟଡାଉନ ଲାଗୁ କରାଯାଇଛି । ୧୧ଦିନ ସଟଡାଉନ ଲାଗୁ […]

Continue Reading

କରୋନା କୁ ମାତ ଦେବା ପାଇଁ ବିଭିନ୍ନ ସହରରେ ସଟ୍ ଡାଉନ ଓ ସିଲ, ଜାଣନ୍ତୁ କେଉଁଠି କେଉଁଠି

ଭୁବନେଶ୍ୱର : କରୋନା ମୁକାବିଲା କରୁଛି ଓଡ଼ିଶା । ଧିରେ ଧିରେ କରୋନା ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୬୮ରେ ପହଞ୍ଚିଥିବାବେଳେ ଓଡିଶାରେ ହଠାତ ଗତକାଲି ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୫ରୁ ୨୦କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ରାଜ୍ୟ ସରକାର କରୋନାର ଦୃଢ ମୁକାବିଲା ପାଇଁ ୩ଟି ସହର, ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ସଟଡାଉନ ଘୋଷଣା କରିବା ସହିତ ଅନେକ ଅଞ୍ଚଳକୁ […]

Continue Reading

ସଟଡାଉନ ନିୟମ ନମାନିବାର ପରିଣତି, ଅମାନ୍ୟକାରୀଙ୍କୁ କ୍ଵାରେଣ୍ଟାଇନ ପଠାଇଲା ପୁଲିସ

ଭୁବନେଶ୍ବର : ଭୁବନେଶ୍ବରରେ ୬୨ଜଣ ସଟ୍ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସ ଉଠାଇ ନେଇଥିବାର ଖବର ମିଳିଛି । ୪୫ଜଣଙ୍କୁ ବାଧ୍ୟତାମୂଳକ କ୍ଵାରେଣ୍ଟାଇନରେ ରଖାଗଲା ବୋଲି ଡିସିପି ସୂଚନା ଦେଇଛନ୍ତି। ପୁଲିସ ୧୪ଦିନ ପାଇଁ ସେମାନଙ୍କୁ କ୍ବାରେଣ୍ଟାଇନ ରୁମରେ ରଖିଛି। ଆଜି ସକାଳୁ ରାଜଧାନୀର ବିଭିନ୍ନ ବସ୍ତିରେ ପୁଲିସର ପାଟ୍ରୋଲିଂ ଜାରି ରହିଛି। ଲୋକ ଗିରଫ ଭୟରେ ଘରୁ ବାହାରୁ ନ ଥିବାର ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, ଭଦ୍ରକ ସହରରୁ ୩ କରୋନା ରୋଗୀ ଚିହ୍ନଟ ହେବା ପରେ […]

Continue Reading

ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍‍

ଭୁବନେଶ୍ବର : ରାଜ୍ୟରେ କରୋନା ଭୂତାଣୁ ଏହାର ପ୍ରକୋପ ଦେଖାଇବା ଆରମ୍ଭ କରିଦେଇଛି। ଗତ ଶୁକ୍ରବାର ଗୋଟିଏ ଦିନରେ ରାଜ୍ୟରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏବଂ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ତେଣୁ ଜନସାଧାରଣ କିପରି କରୋନାଠାରୁ ନିଜକୁ ରକ୍ଷା କରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ସଚେତନତା ଦ୍ବାରା ହିଁ ଆମେ କରୋନା ସଂକ୍ରମଣକୁ ରୋକିପାରିବା। କରୋନାକୁ […]

Continue Reading

ଓଡିଶାରେ ଗୋଟିଏ ଦିନରେ କରୋନା ଆକ୍ରାନ୍ତ ୪ ବୃଦ୍ଧି, ମୁଖ୍ୟମନ୍ତ୍ରୀ କହିଲେ ଚଳିତ ସପ୍ତାହ ଗୁରୁତ୍ଵପୂର୍ଣ

ସାରା ବିଶ୍ଵରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ଆଜି ଓଡିଶାରେ ଆତଙ୍କ ଖେଳାଇ ଦେଇଛି । ଆଜି ଗୋଟିଏ ଦିନରେ ଆକ୍ରାନ୍ତ ସଂଖ୍ୟାରେ ୪ ବୃଦ୍ଧି ପାଇ ମୋଟ ସଂଖ୍ୟା ୯ରେ ପହଞ୍ଚିଛି । ଗତକାଲି ଏହି ସଂଖ୍ୟା ୫ ଥିଲା । ଆଜି ଷଷ୍ଠ ବ୍ୟକ୍ତି କଟକରେ ଚିହ୍ନଟ ହୋଇଥିଲେ । ପରେ ଭୁବନେଶ୍ଵରର ବମିଖାଲ ଅଞ୍ଚଳରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଉକ୍ତ ୩ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି […]

Continue Reading

ରାଜ୍ୟରେ ବଢିଲା ଆଶଙ୍କା, ଚିହ୍ନଟ ହେଲା ଷଷ୍ଠ କରୋନା ପଜିଟିଭ

ଆଗରୁ ୫ ଯାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୫ମ ବ୍ୟକ୍ତି । ଏହି ୫ମ ବ୍ୟକ୍ତି କଟକର । ତେଣୁ ରାଜ୍ୟ ସରକାର ଉଦ୍ବିଗ୍ନ ହୋଇପଡିଛନ୍ତି । ପୂର୍ବରୁ ୪ଜଣ ଭୁବନେଶ୍ଵରରୁ ଓ ଜଣେ ଭଦ୍ରକରୁ ଚିହ୍ନଟ ହୋଇଥିଲେ । ତେବେ ଭୁବନେଶ୍ଵରରେ ଚିହ୍ନଟ ହୋଇଥିବା ୫ମ ବ୍ୟକ୍ତି ସୂର୍ଯ୍ୟନଗର ଅଞ୍ଚଳର ହୋଇଥିବାବେଳେ ସେ ଆଦୌ ରାଜ୍ୟ ବାହାରକୁ ଯାଇନାହାନ୍ତି । ତେଣୁ କେଉଁ ଭଳି ପରିସ୍ଥିତିରେ ସେ ଆକ୍ରାନ୍ତ ହେଲେ, […]

Continue Reading

ସଟଡାଉନ ସମୟରେ କଣ ବନ୍ଦ ରହିବ, କଣ କାର୍ଯ୍ୟକ୍ଷମ ରହିବ, ପଢନ୍ତୁ ବିସ୍ତ୍ରୁତ ରିପୋର୍ଟ

ଆଜି ରାଜ୍ୟ ସରକାର ଷଷ୍ଠ କରୋନା ପଜିଟିଭ କଟକରେ ଚିହ୍ନଟ ହେବା ପରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଭୁବନେଶ୍ଵର, ଭଦ୍ରକ ଓ କଟକକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି । ସଟଡାଉନ ଏକପ୍ରକାର କର୍ଫ୍ୟୁ । ତେବେ ଆସନ୍ତୁ ଜାଣିବା, କଣ ରହିବ କଟକଣାମୁକ୍ତ ଓ କଣ ବନ୍ଦ ରହିବ । ବନ୍ଦ ରହିବ ଗ୍ରୋସରୀ, ଫଳ, ପାରିବା ଦୋକାନ । ସେପରି ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ମଧ୍ୟ […]

Continue Reading

ଭୁବନେଶ୍ଵର, ଭଦ୍ରକ ପରେ ଘୋଷଣା ହେଲା କଟକ ସଟଡାଉନ

କରୋନା ମୁକାବିଲା ନେଇ ରାଜ୍ୟ ସରକାର କରିଛନ୍ତି ବଡ ଘୋଷଣା । ଭୁବନେଶ୍ଵର, ଭଦ୍ରକ ଓ କଟକରେ ଲାଗୁ ହେବ ସଟଡାଉନ ବ୍ୟବସ୍ଥା । କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ଏହି ସଟଡାଉନ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରେସମିଟରେ ଏକଥା ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପୂର୍ବରୁ ଭୁବନେଶ୍ଵର ଓ ଭଦ୍ରକ ୨ଦିନ ପାଇଁ ସଟଡାଉନ ଘୋଷିତ ହୋଇଥିବାବେଳେ ଏଥିରେ ପୁଣି କଟକକୁ ସାମିଲ କରିନିଆଯାଇଛି । କଟକରେ ଜଣେ […]

Continue Reading

ଭଲ ଖବର, ରାଜ୍ୟର ଦ୍ଵିତୀୟ ପରେ ପ୍ରଥମ କରୋନା ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହେଲେ

ଭୁବନେଶ୍ୱର : ମହାମାରୀ କରୋନା ମୁକାବିଲା କରୁଥିବା ଓଡ଼ିଶାକୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ସୁସ୍ଥ ହୋଇ ଡିସଚାର୍ଜ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଜ୍ୟର ପ୍ରଥମ କରୋନା ଆ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ସେ ଇଟାଲିରୁ ଫେରିଥିଲେ । ଏହାପୂର୍ବରୁ ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଏମ୍ସରୁ ସୁସ୍ଥ […]

Continue Reading