Solved – Math Puzzle – 12042017001
୦୪/୧୨/୨୦୧୭ ତାରିଖରେ ଦିଆ ଯାଇଥିବା Math Puzzle ର ଉତ୍ତର ଏବେ ନିଜ ଉତ୍ତର ସହ ମିଳାନ୍ତୁ । Q) ଜଣେ ଗ୍ରାହକ ଦୋକାନରୁ କିଛି ଜିନିଷ କିଣି ଦୋକାନୀକୁ ₹୧୦୦ ଦେଲେ । ତାଙ୍କ ପକେଟରେ ସର୍ବମୋଟ ₹୧୦୦ ଥିଲା । ଦୋକାନୀ ତାର ବିକ୍ରି ମୂଲ୍ୟ ରଖି ବାକି ପଇସା ଫେରେଇବା ବେଳେ ଭୁଲରେ ଟଙ୍କା ବଦଳରେ ପଇସା ଓ ପଇସା ବଦଳ ରେ ଟଙ୍କା ଫେରାଇଥିଲେ । ଏବଂ ଗ୍ରାହକ ନଗଣି ପକେଟରେ […]
Continue Reading