କଅଣ କହୁଛି ଆପଣଙ୍କ ରାଶି, କେମିତି କଟିବ ୨୦୧୯ (୨)

ଗତକାଲି ରାଶିଫଳ ପ୍ରକାଶ ପାଇଥିଲା ମେଷ ରାଶିଠାରୁ ମକର ପର୍ଯ୍ୟନ୍ତ । ଏବେ ଜାଣନ୍ତୁ କୁମ୍ଭ ଓ ମୀନ ରାଶିର ଫଳାଫଳ। କୁମ୍ଭ- ଏ ବର୍ଷଟି ଆପଣଙ୍କ ପାଇଁ ବେଶ ହସଖୁସିର ବର୍ଷ ହେବ । ଅନେକ ଶୁଭକାର୍ଯ୍ୟ ଆପଣ ସମ୍ପାଦନ କରିବାର ସମ୍ଭାବନା ରହିଛି । ନୂତନ ଯାନବାହନାଦି କିଣି ପାରନ୍ତି । ନୂତନ ଜମି ବା ଗୃହ ଖରିଦ କରିପାରନ୍ତି । ସମଯରେ ଆପଣଙ୍କର ସୁସମ୍ପର୍କ ବଢିବ । ଯଦି ଆପଣ କିଛି କରିନାହାନ୍ତି […]

Continue Reading

କଅଣ କହୁଛି ଆପଣଙ୍କ ରାଶି, କେମିତି କଟିବ ୨୦୧୯

ମେଷ- ଏ ବର୍ଷଟି ଆପଣଙ୍କର ବହୁତ ଭଲରେ କଟିବ । ଯଦି କିଛି କିଣିବାକୁ ଚାହୁଁଛନ୍ତି, ତେବେ ତାହା ଫଳପ୍ରଦ ହେବାର ସମ୍ଭାବନା ରହିଛି । ହେଲେ ବୃହସ୍ପତି ଓ ନବମସ୍ଥ ଶନି ପ୍ରଭାବରୁ କିଛିଟା ଦୁଃଖ ସଂବାଦ ମିଳିପାରେ । ଚାକିରି କ୍ଷେତ୍ରରେ ତଳିଆ କର୍ମଚାରୀଙ୍କଠାରୁ ସାବଧାନରେ ରହିବେ । କିନ୍ତୁ ଆପଣଙ୍କ ପରିବାରରେ ସୁଖଶାନ୍ତି ବଜାୟ ରହିବ । ବୃଷ – ଯେତେ ଅସୁବିଧା ଆସୁ ପଛକେ ଆପଣ କିନ୍ତୁ ସବୁକୁ ଏଡାଇ ନିଜ […]

Continue Reading
Moon

ପାଖେଇ ଆସିଛି ଜହ୍ନ

            ଜହ୍ନକୁ (Moon) ନେଇ ଅନେକ ସ୍ଵପ୍ନ । ଯେତେ କାବ୍ୟ କବିତା, ସବୁଥିରେ ଜହ୍ନର ସ୍ଵତନ୍ତ୍ର ସ୍ଥାନ । ଯେପରି ଜହ୍ନ ବିନା ସବୁ ଅସମ୍ପୂର୍ଣ । ଅଝଟିଆ ଛୋଟ ଶିଶୁକୁ ମଧ୍ୟ ମା ବୁଝେଇବାକୁ ଯାଇ ବୋଲିଥାଏ, ‘ଆ ଜହ୍ନମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଦରେ ଖସି’ । ଜହ୍ନକୁ ସେଥିପାଇଁ ମାମୁଁର ଆଖ୍ୟା ଦିଆଯାଇଛି । ସବୁରି ପ୍ରିୟ ସେଇ ଜହ୍ନ ଆଜି ଆମର ଖୁବ ନିକଟରେ ।             […]

Continue Reading