ହୃଦରୋଗ ଓ ମଧୁମେହ ପାଇଁ ଉପକାରୀ ସୋୟାବିନ, ସାମିଲ କରନ୍ତୁ ଦୈନନ୍ଦିନ ଖାଦ୍ୟରେ

ନିୟମିତ ଯଦି ଆପଣ ସୋୟାବିନ ଖାଦ୍ୟରେ ସାମିଲ କରିବେ, ତେବେ ନିଜେ ହିଁ ଅନୁଭବ କରିପାରିବେ ଏହାର ଉପକାରିତା । ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ଗୁଣରେ ସୋୟାବିନ ସମୃଦ୍ଧ । ଏଥିରେ ରହିଛି ଭିଟାମିନ ସି, କେ, ବି ୬, ଲୌହସାର, କାଲସିୟମ ଓ ଏଣ୍ଟିଅକ୍ସିଡାଣ୍ଟ ଭଳି ଅନେକ ଉପାଦାନ । ସ୍ୱାସ୍ଥ୍ୟ ଗବେଷକମାନେ ମଧ୍ୟ ଏହାକୁ ମାଂସ ଓ କ୍ଷୀରଜାତ ଦ୍ରବ୍ୟର ବିକଳ୍ପ ଭାବେ ଗ୍ରହଣ କରିଛନ୍ତି । ଅତ୍ୟଧିକ ଖାଇବାର ଇଚ୍ଛାକୁ ସୋୟାବିନ […]

Continue Reading

କରୋନା ମେଡ଼ିସିନ ଫାବିଫ୍ଲୁର ମୂଲ୍ୟ ହ୍ରାସ

କରୋନା ଚିକିତ୍ସା ପାଇଁ ବହୁଳ ମାତ୍ରାରେ ବ୍ୟବହାର ହେଉଛି ଫାବିଫ୍ଲୁ । ଏହି ଔଷଧର ଟାବଲେଟ ଉପରେ ଏହାର ପ୍ରସ୍ତୁତକାରୀ କମ୍ପାନୀ ୨୭ ପ୍ରତିଶତ ମୂଲ୍ୟ ହ୍ରାସ କରିଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ ମୂଲ୍ୟ ହ୍ରାସ କରିଛି ବୋଲି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ପ୍ରତି ଟାବଲେଟର ମୂଲ୍ୟ ୧୦୩ଟଙ୍କା ଥିଲା । ମୂଲ୍ୟ ହ୍ରାସ ପାଇ ଏବେ ୭୫ ଟଙ୍କାରେ ବଜାରରେ ଉପଲବ୍ଧ ହେବ ବୋଲି ଜଣାପଡିଛି । […]

Continue Reading

ନିୟମିତ ଶଜନା ଶାଗ ଖାଦ୍ୟରେ ସାମିଲ କରନ୍ତୁ, ସୁସ୍ଥ ରୁହନ୍ତୁ

ଆମ ବାରିବଗିଚାରେ ଶଜନା ଗଛ ଦେଖିବାକୁ ମିଳିଥାଏ । ଏହା ଏକ ଉପକାରୀ ଗଛ । ଶଜନା ଛୁଇଁ ଓ ପତ୍ର ଉଭୟ ଦେହ ପାଇଁ ବହୁତ ଉପକାରୀ । ଏହାର ପତ୍ରରେ ଆପଣ ପାଇବେ ଭିଟାମିନ ଏ, ଭିଟାମିନ ବ୬, ଭିଟାମିନ ସି, ପୋଟାସିୟମ, କାଲସିୟମ, ଫସଫରସ, ମାଗ୍ନେସିୟମ, ଫୋଲେଟ ଆଦି ଅନେକ କିଛି । * ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ ଥିବାରୁ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ନିୟମିତ ଖାଇଲେ […]

Continue Reading

କଞ୍ଚା କଦଳୀ ରେ ଅଛି ଅନେକ ଗୁଣ, ବ୍ୟବହାର କରନ୍ତୁ ସୁସ୍ଥ ରୁହନ୍ତୁ

ପରିବା ହିସାବରେ ଆମେ ବ୍ୟବହାର କରୁଥିବା କଞ୍ଚା କଦଳୀ ରେ ରହିଛି ଅନେକ ଉପକାରିତା । ପାଚିଲା କଦଳୀ ପରି କଞ୍ଚା କଦଳୀରେ ବି ରହିଛି ଅନେକ ପୋଷକ ଉପାଦାନ । ଏଥିରେ ପ୍ରଚୁର ପରିମାଣରେ ଫାଇଭର ରହିଛି ଯାହା ହଜମ ଶକ୍ତି ବଢାଇବା ସହିତ କୋଷ୍ଠକାଠିନ୍ୟ ଦୂର କରିଥାଏ । * ଏଥିରେ ପାଚିଲା କଦଳୀ ପରି ଯଥେଷ୍ଟ ପରିମାଣର ପଟାସିୟମ ରହିଛି, ଯାହା କି ହୃତପିଣ୍ଡ ଓ କିଡ୍ନିକୁ ସୁସ୍ଥ ରଖେ । * […]

Continue Reading

ଜାଣନ୍ତି କି ଦେବାଦେବୀଙ୍କ ମନ୍ଦିରରୁ ଭାସିଆସୁଥିବା ଘଣ୍ଟି ଧ୍ୱନି ଦେହ ମନ ଉପରେ କି ପ୍ରଭାବ ପକାଇଥାଏ

ହିନ୍ଦୁ ଦେବାଦେବୀ ମନ୍ଦିରରେ ଲାଗିଥାଏ ଘଣ୍ଟି । ଭକ୍ତ ମନ୍ଦିରରେ ପ୍ରବେଶ କଲାବେଳେ ଏହି ଘଣ୍ଟି ବଜାଇଥାନ୍ତି । ଏହା ଏକ ବହୁଳ ଭାବେ ପ୍ରଚଳିତ ହିନ୍ଦୁ ବିଧି । ଆଧ୍ୟାତ୍ମିକ ଦୃଷ୍ଟିରୁ ଭକ୍ତ ପ୍ରଭୁଙ୍କ କୃପା ଲାଭ କରିବାକୁ ତାଙ୍କର ଧ୍ୟାନ ନିଜ ଆଡକୁ କରିବାକୁ କରାଯାଇଥାଏ । କିନ୍ତୁ ଏହାର ରହିଛି ଶରୀର ଓ ମନ ଉପରେ ଅତି ସୁନ୍ଦର ପ୍ରଭାବ । ଆପଣ ଏହା ଯଦି ଜାଣିବେ, ନିଶ୍ଚୟ ଇଛା କରିବେ, ମନ୍ଦିର […]

Continue Reading

ଜାଣିଛନ୍ତି କି, କରୋନା ସଂକ୍ରମଣରେ କେଉଁମାନେ ବେଶୀ ମରୁଛନ୍ତି

କରୋନା ମହାମାରୀ ରୂପ ନେଇ ସମଗ୍ର ବିଶ୍ଵକୁ କରାୟତ୍ତ କରିସାରିଲାଣି । ପ୍ରତ୍ୟେକ ଦିନ ସାରା ବିଶ୍ବରେ ହଜାର ହଜାର ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ସବୁଆଡେ ତ୍ରାହି ତ୍ରାହି ଡାକ । ହେଲେ ବିଶ୍ଵର ପ୍ରତ୍ୟେକ ରାଷ୍ଟ୍ର ଅସହାୟ । କରୋନାକୁ ପ୍ରତିହତ କରିବାକୁ କୌଣସି ଔଷଧ କାହା ପାଖରେ ନାହିଁ ଆରୋଗ୍ୟ କରିବାକୁ । ଗବେଷଣା ଜାରି ରହିଛି । କେବେ ଯେ ଔଷଧ ତିଆରି ହେବ, ତାହା କହିବା ମୁକସ୍କିଲ । […]

Continue Reading

ଜାଣନ୍ତୁ, କେମିତି କରୋନା ଭୂତାଣୁ ଆପଣଙ୍କୁ ହତ୍ୟା କରୁଛି ଆଉ ଏହାର ଲକ୍ଷଣ କଣ

କରୋନା ଭୂତାଣୁ ଏବେ ୨୦୨ଟି ଦେଶ ଓ ଭୂଖଣ୍ଡରେ ତାର ଆଧିପତ୍ୟ ବିସ୍ତାର କରିସାରିଲାଣି । ଏହାର ପ୍ରକୃତ ନାମ କୋଭିଡ-୧୯ । ସାରା ବିଶ୍ଵରେ ପ୍ରାୟ ୮ ଲକ୍ଷ ଆକ୍ରାନ୍ତ ହୋଇଥିବାବେଳେ ହଜାର ହଜାର ଲୋକ ମୃତ୍ୟୁ ବରଣ କରିଛନ୍ତି । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବାଢୁଛି ଓ ତା ସହିତ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା କିପରି ଏହି ଭୂତାଣୁ ବ୍ୟାପୁଛି ଓ […]

Continue Reading

କରୋନା ଠାରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ, ନିଶ୍ଚିତ ସଫଳ ହେବେ

ପ୍ରଥମେ ଆପଣ ସଠିକ ଭାବେ ନିଜକୁ ବୁଝାଇ ଦିଅନ୍ତୁ ଯେ କରୋନା ଏକ ଆତ୍ମଘାତୀ ଭୟାନକ ଭାଇରସ ବା ଭୂତାଣୁ । ଖୁସ ଶୀଘ୍ର ଏହା ବ୍ୟାପିଥାଏ ଓ ମୃତ୍ୟୁକୁ ଡାକି ଆଣିଥାଏ । ଏହାର ପ୍ରତିହତ ପାଇଁ ଏ ପର୍ଯ୍ୟନ୍ତ କୌଣସି ଟୀକା ବା ଔଷଧ ବାହାରିପାରିନାହିଁ । ତେଣୁ କେବଳ ସଚେତନତା ଓ ସାବଧାନତା ହିଁ ଆପଣ ଓ ଆପଣଙ୍କ ପରିବାରକୁ କରୋନାଠାରୁ ଦୂରେଇ ରଖିପାରିବ । ଆପଣ ନିଜେ ଲକଡାଉନର ଗୁରୁତ୍ଵ ବୁଝନ୍ତୁ […]

Continue Reading

ଆପଣଙ୍କ ଉପରକୁ ମାଡିଆସୁଛି ବିପଦ, କରୋନାରୁ ବର୍ତ୍ତିବାକୁ ନିମ୍ନମତେ ସତର୍କତା ଅବଲମ୍ବନ କରନ୍ତୁ

ଏବେ ମାରାତ୍ମକ କରୋନା ଭୂତାଣୁ ସାରା ବିସ୍ଵରେ ବ୍ୟାପିବାରେ ଲାଗିଛି । ପ୍ରଥମେ ଚୀନରେ ଏହା ଦେଖାଦେଇଥିବାବେଳେ ଏବେ ପୃଥିବୀର ୭୫ଟି ରାଷ୍ଟ୍ରକୁ ବ୍ୟାପିଲାଣି । ସାରା ବିଶ୍ଵରେ ୯୦,୦୦୦ ରୁ ଅଧିକ କରୋନା ଦ୍ଵାରା ଆକ୍ରାନ୍ତ ହୋଇଥିବାବେଳେ ୩୧୦୦ରୁ ଅଧିକ ମୃତ୍ୟୁବରଣ କରିସାରିଲେଣି । ମହାମାରୀ ରୂପରେ ଏହା ଦିନକୁ ଦିନ ଦେଶରୁ ଦେଶକୁ ବ୍ୟାପୀ ଚାଲିଛି । ଭରତରେ ମଧ୍ୟ କେତେଜଣ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ବଡ ଦୁଃଖର ବିଷୟ ଏହି […]

Continue Reading

ଯଦି ନିଜକୁ ଫିଟ ରଖିବାକୁ ଚାହାନ୍ତି ତେବେ ଆପଣାନ୍ତୁ କେତୋଟି ଉପାୟ

ସୁସ୍ଥ ଜୀବନ ପାଇଁ ନିଜକୁ ଫିଟ ରଖିବା ନିତାନ୍ତ ଜରୁରୀ । ଫିଟ ରହିଲେ ରୋଗ ଆପଣଙ୍କଠାରୁ ଦୂରେଇ ରହିବ । ରୋଗ ପ୍ରତିଷେଧ ଶକ୍ତି ଆପଣଙ୍କର ବୃଦ୍ଧି ପାଇବ । ସେପରି ଫିଟ ରହିଲେ ଆପଣଙ୍କ ମାନସିକ ସନ୍ତୁଳନ ମଧ୍ୟ ଠିକ ରହିବ । ନିଦ୍ରା  ମଧ୍ୟ ଭଲ ରହିବ । ମନ ପ୍ରଫୁଲ୍ଲ ରହିବ । ତେଣୁ ନିଜକୁ ଫିଟ ରଖନ୍ତୁ । ତେବେ ନିଜକୁ ଫିଟ ରଖିବାକୁ ଆମେ ଦେଉଛୁ କେତୋଟି ଟିପ୍ସ, […]

Continue Reading