ମୌସୁମୀ ଖେଳୁଛି ଲୁଚକାଳି, ଦେଖାଦେବ ୩୦ରେ

ଏଥର ସ୍ଵାଭାବିକଠାରୁ ୨୪% କମ ବୃଷ୍ଟିପାତ ଏ ପର୍ଯ୍ୟନ୍ତ ହୋଇଛି ବୋଲି ଆକଳନ କରାଯାଇଛି । ସାରା ରାଜ୍ୟରେ ଆସନ୍ତା ୩୦ରୁ ବର୍ଷାର ପରିମାଣ ବଢିବ । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବର୍ଷା ହେବ । ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡିଶାରେ ବର୍ଷାର ପରିମାଣ ବଢିବ ବୋଲି ସୂଚନା ଦେଇଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ । ଉତ୍ତର ଓ ଦକ୍ଷିଣ ଓଡିଶା ବ୍ୟତୀତ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ମଧ୍ୟ […]

Continue Reading

ଅପେକ୍ଷା କରନ୍ତୁ, ୫ ଦିନ ପରେ ଦେଖିବେ ପ୍ରବଳ ବର୍ଷା

ମୌସୁମୀ ଆସିଯାଇଛି । ଦେଖାଇଲାଣି ତାର କରାମତି । ଓଡିଶାର ଚାରିଆଡେ ଆରମ୍ଭ ହୋଇଗଲାଣି ବର୍ଷା । ତେବେ ଏବେ ଝିପିଝିପି ବର୍ଷା ସିନା ଦେଖୁଛନ୍ତି, ଅପେକ୍ଷା କରିଯାନ୍ତୁ ମାତ୍ର ଆଉ ୫ ଦିନ । ଦେଖିବେ କିପରି ପ୍ରବଳ ବର୍ଷା ହେବ । ଏ ବର୍ଷ ବର୍ଷା ସିନା ଏକ ସପ୍ତାହ ଡେରିରେ ଆସିଛି, ହେଲେ ତାର କରାମତି କମ ନୁହେଁ । ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ ଯେ ଉତ୍ତର ବଙ୍ଗୋପସାଗରରେ […]

Continue Reading

ଓଡ଼ିଶାକୁ ଆସିଗଲା ମୌସୁମୀ

ଓଡ଼ିଶାକୁ ଶେଷରେ ଆସିଯାଇଛି ମୌସୁମୀ । ଚଳିତ ବର୍ଷ ପ୍ରାୟ ଏକ ସପ୍ତାହ ବିଳମ୍ବରେ ପହଞ୍ଚିଛି ,ମୌସୁମୀ । ସେ ଯାହା ହେଉନା କାହିଁକି, ମୌସୁମୀ ପହଞ୍ଚିଯିବା ଯୋଗୁ ଲୋକଙ୍କ ମନରେ ଖୁସି ଭରିଯାଇଛି । ବହୁଦିନ ପରେ ମିଳିଛି ତାତିରୁ ତ୍ରାହି । ଗତକାଲିଠାରୁ ଅନେକ ସ୍ଥାନରେ ମୌସୁମୀର ପଦଧ୍ଵନି ଶୁଣାଯାଇଛି ଅର୍ଥାତ ବର୍ଷା ଆରମ୍ଭ ହୋଇଯାଇଛି । ତାତିରୁ ଆଶ୍ଵସ୍ତି ମିଳିଛି । ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା […]

Continue Reading
Cloud

୨୪ ଘଣ୍ଟାରେ ମୌସୁମୀ ଛୁଇଁବ ଓଡ଼ିଶାକୁ

ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାକୁ ମୌସୁମୀ ଛୁଇଁବ । ପ୍ରଥମେ ପୂର୍ବ ଉପକୂଳ ଅଞ୍ଚଳରେ ମୌସୁମୀ ପହଞ୍ଚିବ । ତେବେ ପରବର୍ତ୍ତୀ ସମୟରେ ସାରା ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବ । ମୌସୁମୀ ଲଘୁଚାପ ନେଇ ଆସିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ସବୁଆଡେ ବର୍ଷା ହେବ । ଓଡିଶାର ୧୦ଟି ଜିଲ୍ଲାରେ କାଲିଠାରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେଗୁଡିକ […]

Continue Reading

ମୌସୁମୀ ଆସୁଛି ପବନ ଓ ବର୍ଷା ନେଇ

ଆସୁଛି ମୌସୁମୀ । ପ୍ରବଳ ବେଗରେ ପବନ ସହିତ ବର୍ଷା ନେଇ କି । ଓଡିଶାରେ ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ବାୟୁ ଲାଗି ପାଗ ଅନୁକୂଳ ରହିଛି । ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ୩ ରୁ ୪ ଦିନ ମଧ୍ୟରେ ମୌସୁମୀ ଓଡିଶା ପହଞ୍ଚିବ । ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ପବନ ବହିବାର ସଂଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ସୂତ୍ର ଅନୁସାରେ ପଶ୍ଚିମ […]

Continue Reading

ତାତିରୁ ମିଳିବ ତ୍ରାହି, ମୌସୁମୀ ଆସିବ ୨୦ରୁ ୨୨ ଭିତରେ

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁସାରେ ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶାକୁ ଛୁଇଁବ । ଆଗାମୀ ୩ରୁ ୫ ଦିନ ମଧ୍ୟରେ ମୌସୁମୀ ଦକ୍ଷିଣ ଓଡିଶା ଛୁଇଁବ । ତେବେ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି । ଆଜିଠାରୁ ତାପମାତ୍ରା କମ ରହିବ ବୋଲି ସୂଚନା ମିଳିଛି । ୨୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡିଶାରେ ବର୍ଷା ହେବାର […]

Continue Reading

ଆଗକୁ ଆହୁରି ୪୮ ଘଣ୍ଟା ଜଳିବ ପଶ୍ଚିମ ଓଡିଶା

ପଶ୍ଚିମ ଓଡିଶା ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ । ପ୍ରବଳ ଉତ୍ତାପ ସାଙ୍ଗକୁ ଗୁଳୁଗୁଳି ଦେଖା ଦେଇଛି । ଅନେକ ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଉପରେ ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆହୁରି ୪୮ ଘଣ୍ଟା ତାତିରୁ ମୁକ୍ତି ମିଳିବ ନାହିଁ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ଦୁଇ ଦିନ ପାରଦ ଆହୁରି ବଢିବାର ଆଶଙ୍କା ଦେଖାଦେଇଛି । ତେବେ ପଶ୍ଚିମ ଓଡିଶାରେ ହିଟୱେଭ ଜାରି […]

Continue Reading

୨୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୨୦ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ମିଳିଥିବା ସୂଚନାନୁସାରେ ୨୦ଟି ଜିଲ୍ଲାରେ ଧୁଳିଝଡ, ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକ ହେଲା – ସୁନ୍ଦରଗଡ, ମୟୂରଭଞ୍ଜ, ନୂଆପଡା, ବଲାଙ୍ଗିର, ବରଗଡ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, କେନ୍ଦ୍ରପଡା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ବାଲେଶ୍ଵର ଓ ପୁରୀ । ଏହି ସବୁ […]

Continue Reading
Hot

୬ଟି ସହର ଆଜି ୪୫ ଡିଗ୍ରୀ ଉପରେ, ୧୪ଟି ଜିଲ୍ଲାକୁ ସତର୍କ ସୂଚନା

ଆଜି ରାଜ୍ୟରେ ଦେଖାଦେଇଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ତାତିକି ଅସହ୍ୟ ଗୁଳୁଗୁଳି । ଜନଜୀବନ ସମ୍ପୂର୍ଣ ଅସ୍ତବ୍ୟସ୍ତ । ରାଜ୍ୟର ୬ଟି ସହର ରହିଛି ୪୫ ଡିଗ୍ରୀ ଉପରେ । ଆଉ ୧୫ଟି ସହର ରହିଛି ୪୦ ଡିଗ୍ରୀ ଉପରେ ।  ରାଜ୍ୟରେ ଆଜି ସମ୍ବଲପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ଏଠାରେ ଆଜି ପାରଦ ରହିଛି ୪୫.୬ ଡିଗ୍ରୀ । ତାଳଚେର – ୪୫.୪, ହୀରାକୁଦ – ୪୫.୨, ସୋନପୁର -୪୫.୨, […]

Continue Reading

୧୦ଟି ଜିଲ୍ଲାକୁ ସତର୍କ ରହିବାକୁ କହିଲା ପାଣିପାଗ ବିଭାଗ

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ୧୦ଟି ଜିଲ୍ଲାକୁ ସତର୍କ ରହିବାକୁ ସତର୍କ ସୂଚନା ଜାରି କରିଛି । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି ଓ ମାଲକାନଗିରି । ଉକ୍ତ ଜିଲ୍ଲାଗୁଡିକରେ ସନ୍ଧ୍ୟା ୫ଟା ୩୦ମଧ୍ୟରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ଏହି ଜିଲ୍ଲାଗୁଡିକ ପ୍ରଭାବିତ ହେବେ । ଆଜି ସକାଳୁ ମଧ୍ୟ ରାଜ୍ୟର କେତେକ ସ୍ଥାନରେ […]

Continue Reading