୯ଟି ଜିଲ୍ଲାକୁ ସତର୍କ ସୂଚନା

Weather

ମୌସୁମୀ ବର୍ତ୍ତମାନ ଦୁର୍ବଳ ହୋଇଯାଇଛି । ତେଣୁ ବଡ ଧରଣର ବର୍ଷାର ସମ୍ଭାବନା ନାହିଁ । ତେବେ ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହା ସହିତ  ୯ଟି ଜିଲ୍ଲା ପାଇଁ  ସତର୍କ ସୂଚନା ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି ।

ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକ ହେଲା – ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, କଟକ, ଯାଜପୁର, ଖୋର୍ଦ୍ଧା ଓ ନୟାଗଡ । ଏହି ସବୁ ଜିଲ୍ଲାରେ ଝଡବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।

Please follow and like us:
error