odisha infocus

ଭାରତର ଚନ୍ଦ୍ରଯାନ-୨ ଆଜି ଯିବ ଆକାଶକୁ

NATIONAL

ଭାରତ ଆଜି ଚନ୍ଦ୍ରକୁ ପଠାଇବ ଚନ୍ଦ୍ରଯାନ- ୨ । ମନୁଷ୍ୟର ସ୍ଵପ୍ନ ଆଜି ସାକାର ରୂପ ନେବ । ଚନ୍ଦ୍ର ବିଷୟରେ ହାସଲ କରିବ ଅନେକ ତଥ୍ୟ । ଇସ୍ରୋ ଆଜି ପଠାଉଛି ତାର ଦ୍ଵିତୀୟ ଚନ୍ଦ୍ର ଅଭିଯାନ ପାଇଁ ଚନ୍ଦ୍ରଯାନ-୨ । ତାର କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । 

ଊତକ୍ଷେପଣ ପାଇଁ ସକାଳ ୬ଟା ୫୧ରୁ ଏହି କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ଆଜି ରାତି ୨ଟା ୫୧ରେ ଆନ୍ଧ୍ରର ଶ୍ରୀହରିକୋଟାରୁ ଊତକ୍ଷେପଣ ହେବ ଚନ୍ଦ୍ରଯାନ-୨ । 

 

 

Please follow and like us:
error