ଓଡିଶା ନିବାସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

NATIONAL

ଦିଲ୍ଲୀ ଗସ୍ତରେ ଯାଇଥିବା ଓଡିଶାର ମୁଖ୍ୟମନ୍ତ୍ରୀ ଆଜି ପହଞ୍ଚିଛନ୍ତି ଦିଲ୍ଲୀସ୍ଥିତ ଓଡିଶା ନିବାସରେ । ସେଠାରେ ତାଙ୍କୁ ବିଭିନ୍ନ ପ୍ରବାସୀ ଓଡିଆ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମଧ୍ୟ ଦାନ କରିଛନ୍ତି ।

ଆଜି ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଧର୍ମେନ୍ଦ୍ରଙ୍କ ସହିତ ସେ ଓଡିଶାରେ ଅସମ୍ପୂର୍ଣ ଥିବା ପ୍ରକଳ୍ପ ଉପରେ ଆଲୋଚନା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏହା ସହିତ ପେଟ୍ରୋଲିୟମ ଓ ଇସ୍ପାତ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା ହୋଇପାରେ ।

Please follow and like us:
error