balia

ଦିଲ୍ଲୀ ଏମ୍ସ ପାଲଟିଲା କୋର୍ଟ

NATIONAL

ଦିଲ୍ଲୀ ଏମ୍ସ ପାଲଟିଗଲା କୋର୍ଟ । ଉନ୍ନାଓ ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି ବିଚାରପତି । ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ହୋଇଛି ଅସ୍ଥାୟୀ କୋର୍ଟ ବ୍ୟବସ୍ଥା ।

loading...

ବୟାନ ରେକର୍ଡ ପାଇଁ ଟ୍ରାଏଲ କୋର୍ଟ ବିଚାରପତି ପହଞ୍ଚିଛନ୍ତି ଦିଲ୍ଲୀ ଏମ୍ସରେ । ସୂଚନାଯୋଗ୍ୟ ଯେ ପୀଡ଼ିତା ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ବୟାନ ଦେବାକୁ ସେ କୋର୍ଟକୁ ଯାଇପାରିବେ ନାହିଁ । ତେଣୁ ଏହି ବ୍ୟବସ୍ଥା ଗ୍ରହଣ ଜରାଯାଇଛି ।

Please follow and like us:
error
loading...