odisha infocus

ସାମୁଦ୍ରିକ ବାତ୍ୟା ‘ଫନି’ କେତେ ବଡ ?

STATE

ପୁରୀ ଆଡକୁ ଦ୍ରୁତ ଗତିରେ ମାଡିଆସୁଛି ସାମୁଦ୍ରିକ ବାତ୍ୟା ‘ଫନି’ । ହେଲେ ଜାଣିଛନ୍ତି କି କରାଲ ରୂପ ଧରି ମାଡି ଆସୁଥିବା ବାତ୍ୟା ଭୟଙ୍କର ସତ କିନ୍ତୁ ଏହା କେତେ ବଡ ? ପୂର୍ବରୁ ଅର୍ଥାତ ୧୯୯୯ ଠାରୁ ଆଜିଯାଏ ଯେତେ ବାତ୍ୟା ଆସିଛି, ସେମାନଙ୍କ ମଧ୍ୟରେ ଏହାର ସ୍ଥାନ କେତେ ? ଆସନ୍ତୁ ଜାଣିବା ଏହି ଫନି କେତେ ବଡ ବାତ୍ୟା, ଏନେଇ କଅଣ ଜଣାଇଛନ୍ତି ଆଇଏମଡ଼ି ଏଜିଡ଼ି ମୃତ୍ୟୁଞ୍ଜୟ ମହାପାତ୍ର ।

ଶ୍ରୀ ମହାପାତ୍ରଙ୍କ କହିବା ଅନୁସାରେ ଫନି ଗତବର୍ଷ ଘଟିଥିବା ବାତ୍ୟା ତିତଲି ଠାରୁ ବଡ କିନ୍ତୁ ଫାଇଲିନଠାରୁ ଛୋଟ ଧରଣର ବାତ୍ୟା । ୯୯ ମହାବାତ୍ୟାଠାରୁ ଯଥେଷ୍ଟ ଛୋଟ ରହିବ ଫନି । ହୁଡହୁଡ ଭଳି ଫନି’ର ପ୍ରକୋପ ରହିବ ।

Please follow and like us: