ଆମ୍ବତୋଟାରେ ଯୁବକଙ୍କ ମୃତଦେହ

STATE

ମୋହନା ଅଞ୍ଚଳରେ ଏକ ଆମ୍ବ ଗଛରେ ଜଣେ ଯୁବକଙ୍କର ମୃତଦେହ ମିଳିଛି । ଝୁଲନ୍ତା ଅବସ୍ଥାରେ ପୋଲିସ ମୃତଦେହଟିକୁ ଉଦ୍ଧାର କରିଛି । ଆର॰ ଉଦୟଗିରି ପାତ୍ର ଆମ୍ବତୋଟାରୁ ଉଦ୍ଧାର କରାଯାଇଛି ।

loading...

ମୃତକଙ୍କ ପରିଚୟ ମିଳିଛି । ସେ ହେଉଛନ୍ତି ତେନ୍ତୁଳିସାହିର ରାଜକୁମାର ବେହେରା ।  ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ, ତାହା ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Please follow and like us:
error
loading...