ଅଚିହ୍ନା ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

STATE

ବାଙ୍କିରେ ତାରିଣୀ ମନ୍ଦିର ନିକଟରେ ମିଳିଛି ଏକ ମୃତଦେହ । ତାହା ଜଣେ ଅଚିହ୍ନା ବ୍ୟକ୍ତିଙ୍କର । ମୃତବ୍ୟକ୍ତିଙ୍କ ସାରା ଶରୀରରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ତେଣୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି ।

loading...

ବାରଙ୍ଗ ଥାନା ପଞ୍ଚୁପାଳ ଗାଁ ନିକଟ ମନ୍ଦିର ପାଖରେ ମୃତଦେହ ପଡିରହିଥିଲା । ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

Please follow and like us:
error
loading...