Balasore

ପୋଲିସ କବଜାରେ କୁଖ୍ୟାତ ବ୍ରାଉନ ସୁଗାର ଡିଲର

STATE

ଭୁବନେଶ୍ଵରରେ ପୁଣି ଧରା ପଡିଛି ବ୍ରାଉନ ସୁଗାର କାରବାର । ଭୁବନେଶ୍ଵରରେ ଜଣେ କୁଖ୍ୟାତ ବ୍ରାଉନ  ସୁଗାର ଡିଲର ପୋଲିସ କବଜାରେ ପଡିଛି । ବିଭିନ୍ନ ଏଜେଣ୍ଟମାନଙ୍କୁ ଡିଲର ଜଣଙ୍କ ବ୍ରାଉନ ସୁଗାର  ଯୋଗାଉଥିଲା ।

loading...

ଚଢାଉ ବେଳେ ପୋଲିସ ଡିଲର ଠାରୁ ୨୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି କମିଶନରେଟ ପୋଲିସ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଉର୍ଦ୍ଧ୍ଵ ହେବ ।

 

Please follow and like us:
error
loading...