ମହିଳାଙ୍କୁ ଲଣ୍ଡା କରି ବୁଲାଇବାକୁ କଙ୍ଗାରୁ କୋର୍ଟ ନିଷ୍ପତ୍ତି

STATE

ଜଣେ ମହିଳାଙ୍କ ବିରୁଦ୍ଧରେ ନିଳଗିରି ଅଞ୍ଚଳର ସାନକାଳିଆପଦା ଗାଁରେ କଙ୍ଗାରୁ କୋର୍ଟ ଏକ ଅମାନବୀୟ ଦଣ୍ଡ ନିର୍ଦ୍ଧାରଣ କରିଛି । ମହିଳାଜଣଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇବାକୁ ନିଷ୍ପତ୍ତି ନେଇଥିଲା । ସେହି ଅନୁସାରେ ତାଙ୍କୁ ଜବରଦସ୍ତି ଲଣ୍ଡା କରି ଗାଁ ଦାଣ୍ଡରେ ବୁଲଯାଇଛି ।

loading...

ପରକୀୟା ପ୍ରୀତି ପାଇଁ ମହିଳାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଛି । ଦଣ୍ଡ ସ୍ୱରୂପ ଗାଁ ଲୋକେ କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁସାରେ ଲଣ୍ଡା କରି ମହିଳାଙ୍କୁ ବୁଲାଇଥିଲେ । ଖବର ପୋଲିସ ଘଟଣାସ୍ଥଳରୁ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ୬ ଜଣ ଗ୍ରାମବାସୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

Please follow and like us:
error
loading...