odisha infocus

ଏସସିବିରେ ମୃତ୍ୟୁ ବରଣ କଲେ ଡେଙ୍ଗୁ ରୋଗୀ

STATE

ପୁଣି ଆଧିପତ୍ୟ ବିସ୍ତାର କରୁଛି ଡେଙ୍ଗୁ । ବର୍ତ୍ତମାନ ଚାଲିଥିବା ବର୍ଷା ଋତୁ କାରଣରୁ ଏହା ବୃଦ୍ଧି ପାଉଥିବା ସୂଚନା ମିଳିଛି । କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଜଣେ ଡେଙ୍ଗୁ ରୋଗୀ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ କେନ୍ଦ୍ରପଡା ଜିଲ୍ଲା ଆଳି ଅଞ୍ଚଳର ଜଣେ ମହିଳା ।

ମହିଳା ଜଣଙ୍କ ଗତ ୨୯ରୁ ଡେଙ୍ଗୁ ୱାର୍ଡର ଆଇସିୟୁରେ ରହି ଚିକିତ୍ସାଧୀନ ଥିଲେ । କଟକ ବଡ ମେଡିକାଲରେ ଚଳିତ ବର୍ଷର ଏହା ପ୍ରଥମ ଡେଙ୍ଗୁ ଜନିତ ମୃତ୍ୟୁ ବୋଲି ଜଣାପଡିଛି ।

Please follow and like us:
error