ପୁଣି ଫେରିଲା ଡେଙ୍ଗୁ, ଏସସିବିରେ ବଢୁଛି ରୋଗୀ ସଂଖ୍ୟା

STATE

ପୁଣି ବହୁତ ଦିନ ପରେ ଡେଙ୍ଗୁର ପ୍ରକୋପ ଦେଖିବାକୁ ମିଳିଛି । ଏବେ ଏସସିବିରେ ଧୀରେ ଧୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ଷା କାରଣରୁ ମଶାଙ୍କର ସଂଖ୍ୟା ବଢିଥିବାରୁ ଡେଙ୍ଗୁ ବିପଦ ଦେଖାଦେଇଛି ବୋଲି ଜଣାପଡୁଛି । କାରଣ ବର୍ଷା ଦିନ ଆରମ୍ଭରୁ ଡେଙ୍ଗୁ ରୋଗୀ ମେଡିକାଲରେ ଭର୍ତ୍ତି ହେବାରେ ଲାଗିଛନ୍ତି ।

loading...

ଚଳିତ ବର୍ଷ ଏ ଯାଏଁ ୬୯ ଜଣଙ୍କ ରିପୋର୍ଟ ପଜିଟିଭ ଜଣାପଡିଛି । ସଦ୍ୟ ୨ ହଜାର ୪୩୩ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରଯାଇଥିଲା । ସେଥିରୁ ୬୯ ଜଣଙ୍କର ପଜିଟିଭ ବୋଲି ଜଣାପଡିଛି ।

Please follow and like us:
error
loading...