Encounter

ପୁରୀରେ ଏନକାଉଣ୍ଟର, ଅପରାଧୀ ପୋଲିସ ଗୁଳିରେ ଆହତ

STATE

ପୁରୀରେ ଘଟିଛି ଏକ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର । ପୁରୀର ଆଶ୍ରମ ଛକରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଘଟିଥିଲା ସଂଘର୍ଷ । ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ବେହେରାଙ୍କୁ ଏନକାଉଣ୍ଟର କରାଯାଇଥିଲା । ଦିବାନା ନାଁରେ ୨୫ରୁ ଅଧିକ ଅପରାଧିକ ମାମଲା ରହିଛି ।

loading...

ଦିବାନାର ଗୋଡରେ ଗୁଳି ବାଜିଥିବା ହେତୁ ସେ ଆହତ ହୋଇଛି । ତାକୁ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସୁପାରି ନେଇ ହତ୍ୟା ଉଦ୍ୟମ କରୁଥିବାବେଳେ ପୋଲିସ ଏନକାଉଣ୍ଟର ଯୋଗୁ ତାର ଉଦ୍ୟମ ବ୍ୟର୍ଥ ଯାଇଛି । ଘଟଣାସ୍ଥଳରେ ଦିବାନା ନିକଟରୁ ବନ୍ଧୁକ, ଗୁଳି ଓ ବାଇକ ଜବତ ହୋଇଛି । ଦିବାନାର ପାଲଟା ଗୁଳିରେ ବାସେଳି ସାହି ଥାନା ଆଇଆଇସି ମଧ୍ୟ ଆହତ ହୋଇଛନ୍ତି ।

Please follow and like us:
error
loading...