odisha infocus

ବାରମୁଳାରେ ଆତଙ୍କୀଙ୍କୁ ଭାରତୀୟ ସୁରକ୍ଷାବଳଙ୍କ ଏନକାଉଣ୍ଟର

NATIONAL

ଜମ୍ମୁ-କାଶ୍ମୀର ବାରମୁଳାରେ ଏନକାଉଣ୍ଟର ଘଟିଛି । ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଜାରି ରହିଛି । ହେଲେ ଏହି ଏନକାଉଣ୍ଟରରେ ଭାରତର ଜଣେ ଯବାନ ସହିଦ ହୋଇଯାଇଛନ୍ତି । ପ୍ରତିଜବାବରେ ଭାରତ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛି ।

loading...

ଉଲ୍ଲେଖଯୋଗ୍ୟ ଯେ ଧାରା ୩୭୦ ଜମ୍ମୁ-କାଶ୍ମୀରରୁ ଉଚ୍ଛେଦ ହେବା ପରେ ଏହା ପ୍ରଥମ ଏନକାଉଣ୍ଟର । ସୁରକ୍ଷାବଳ ଘଟଣାସ୍ଥଳରୁ ଗୁଳି ଓ ବନ୍ଧୁକ ଜବତ କରିଛି ।

Please follow and like us:
error
loading...