ଜାଣନ୍ତୁ, ପିଶାଚ ବାପା କେମିତି ମାରିଦେଲା କୁନି ପୁଅକୁ

STATE

ଭଦ୍ରକରେ ଏକ ନୃଶଂସ ଘଟଣା ଘଟିଥିବାର ସୂଚନା ମିଳିଛି । ବାପ ହୋଇ ଯେ ଛୋଟ ଛୁଆ ପ୍ରତି ଏତେ ନିଷ୍ଠୁର ହୋଇପାରେ, ତାହା ବିଶ୍ଵାସ କରି ନହେଲେ ବି ସତୟୁ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଛୋଟ କୁନି ପୁଅଟି ବୟସ ମାତ୍ର ଦେଢ ମାସ ।

loading...

ଭଦ୍ରକର ଗେଲଟୁଆ ଆଦିବାସୀ କଲୋନୀରେ ଘଟିଛି ଏପରି ନିଷ୍ଠୁର ଅଭାବନୀୟ ଘଟଣା । ଶିଶୁ ପୁତ୍ର ପ୍ରତି ନିଜ ସ୍ଵାମୀର ଏପରି କର୍ମକୁ ପଦାରେ ପକାଇଛନ୍ତି ଶିଶୁର ମା । ଗତ ୩୦ ତାରିଖ ଦିନ ପୁଅକୁ ମାରି ପୋତିଥିବା ନେଇ ଥାନାରେ ଏତଲା ଦେଇଛନ୍ତି ହତ୍ୟାକାରୀର ସ୍ତ୍ରୀ । ସ୍ତ୍ରୀ ସହ ଝଗଡାରୁ ଉତ୍ତ୍ୟକ୍ତ ହୋଇ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି ଗ୍ରାମାଞ୍ଚଳ ଥାନା ପୋଲିସ ।

Please follow and like us:
error
loading...