ବାଃ ବାଃ ରେ ବୋହୂ, ମାଡ ମାରି ଲହୁଲୁହାଣ କଲା ଶ୍ଵଶୁରଙ୍କୁ

STATE

ଧନ୍ୟ କହିବ ସେ ବୋହୂକୁ । ମାଡ ମାରି ମାରି ଲହୁଲୁହାଣ କରିଦେଲା ଶ୍ଵଶୁରଙ୍କୁ । ଶ୍ଵଶୁର ଏବେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।

ଘଟଣା ଘଟିଛି ଆନନ୍ଦପୁର ଘଷିପୁରା ଅଞ୍ଚଳରେ । ଜମିବାଡିକୁ କେନ୍ଦ୍ର କରି ବୋହୂ ଆକ୍ରମଣ କରିଥିଲା ଶ୍ଵଶୁରଙ୍କୁ । ଶ୍ଵଶୁରଙ୍କ ନାମ ବଲରାମ ସାହୁ । ନିଜ ଭାଗ୍ୟକୁ ନିନ୍ଦା କରୁଛନ୍ତି ସେ । ନିଜେ ତ ବାଛି ବାଛି ଏଭଳି ବୋହୂ ଆଣିଛନ୍ତି ପୁଅ ପାଇଁ ଘରକୁ । କାହାକୁ ଆଉ କହିବେ ଯେ ।

Please follow and like us:
error