Terrorism

ଦକ୍ଷିଣ ଭାରତରେ ଆତଙ୍କବାଦୀ ହମଲା ଆଶଙ୍କା

NATIONAL

ଆତଙ୍କବାଦୀଙ୍କ ଟାର୍ଗେଟରେ ଦକ୍ଷିଣ ଭାରତ । ସମୁଦ୍ର ପଥ ଦେଇ ଦକ୍ଷିଣ ଭାରତରେ ଅନୁପ୍ରବେଶ କରି ଆତଙ୍କବାଦୀ ହମଲା କରିବାକୁ ଆତଙ୍କବାଦୀମାନେ ଯୋଜନା କରୁଥିବା ସୂଚନା ପାଇଛି ଭାରତୀୟ ସେନା । ଆର୍ମି ସବର୍ଣ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଏସ॰କେ॰ସାଇନି ଏହି ସୂଚନା ପ୍ରଦାନ କରିଛନ୍ତି ।

loading...

ଆତଙ୍କବାଦୀମାନେ ସାର କିର୍କ ଅଞ୍ଚଳରୁ କିଛି ପରିତ୍ୟକ୍ତ ବୋଟ ଉଦ୍ଧାର କରାଯାଇଛି । ସମୁଦ୍ର ଦେଇ କିଛି ଆତଙ୍କବାଦୀ ପଶି ଆସିଥିବା ଆଶଙ୍କା କରାଯାଉଛି । ଏଠିଆଇନ ସେନା ସମ୍ପୂର୍ଣ ସଜାଗ ଥିବା କଥା କହିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ସାଇନି । ସେନାର ସୂଚନା ପରେ କେରଳରେ ଆଲର୍ଟ ଜାରି କରିଛି ପୋଲିସ । ସବୁ ଜିଲ୍ଲା ଏସପିଙ୍କୁ ସଜାଗ ରହିବାକୁ ଡ଼ିଜିପି ଲୋକନାଥ ବେହେରା ନିର୍ଦ୍ଦେଶ ଦେଇଛନ୍ତି ।

Please follow and like us:
error
loading...