ଦେବଗଡରେ କଲେଜ ପରିସରରେ ଯୁବକଙ୍କ ଝୁଲନ୍ତା ଶବ

STATE

ଦେବଗଡରେ ଦେଖିବାକୁ ମିଳିଛି ଏକ ଆତ୍ମହତ୍ୟା ଘଟଣା । କଲେଜ ପରିସରରେ ଜଣେ ଯୁବକଙ୍କ ଶବ ଝୁଲିଥିବା ଦେଖିବାକୁ ମିଳିଥିଲା । ବେକରେ ରଶି ଲଗାଇ ଗଛରେ ଝୁଲିପଡିଥିବା ସନ୍ଦେହ କରାଯାଉଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।

ମୃତ ଯୁବକଙ୍କ ଘର ରଙ୍ଗିଆଗୁଡା ସାହିରେ ବୋଲି ଜଣାପଡିଛି । ତାଙ୍କର ନାମ ସିପୁନ ପଳେଇ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ପରେ ଘଟଣାର ଛାନଭିନ କରୁଛି ।

Please follow and like us:
error