ସ୍କୁଲ ପରିସରରେ ଝୁଲନ୍ତା ଶବ

STATE

ଭୁବନେଶ୍ଵରରେ ମିଳିଛି ଏକ ଝୁଲନ୍ତା ମୃତଦେହ । ପୋଖରୀପୁଟ ସ୍ଥିତ ଏକ ଊପ୍ରା ସ୍କୁଲ ପରିସରରେ ରହିଥିବା ଏକ ଗଛ ଡାଳରୁ ଝୁଲୁଥିବାର ଦେଖାଯାଇଛି । କିନ୍ତୁ ସ୍କୁଲ ଗେଟରେ ତାଲା ପଡିଥିବାରୁ ମୃତଦେହଟିକୁ ଉଦ୍ଧାର କରାଯାଇ ପାରିନଥିଲା।

loading...

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଏୟାରପୋର୍ଟ ଥାନା ପୋଲିସ । ମୃତଦେହ ଉଦ୍ଧାର କରିବା ପରେ ଜଣାପଡିବ ଏହା ହତ୍ୟା ନା ଆତ୍ମହତ୍ୟା । ଯଦି ଆତ୍ମହତ୍ୟା ହୋଇଥାଏ, ତେବେ କେଉଁ କାରଣରୁ ଆତ୍ମହତ୍ୟା କରିବାକୁ ମୃତକ ବାଧ୍ୟ ହୋଇଛି ।

          

Please follow and like us:
error
loading...