ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ | Harivansh is elected as Deputy-Chairman of rajyasabha

NATIONAL

            ରାଜ୍ୟସଭାର ଉପାଧ୍ୟକ୍ଷ  ରୂପେ ନିର୍ବାଚିତ ହୋଇଛନ୍ତି ଏନଡ଼ିଏ ମେଣ୍ଟର ଜେଡ଼ିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ (Harivansh is elected as Deputy-Chairman of rajyasabha)। ସେ ତାଙ୍କର ପ୍ରତିଦ୍ଵନ୍ଦୀ ୟୁପିଏ ପକ୍ଷରୁ କଂଗ୍ରେସର ପ୍ରାର୍ଥୀ ହରିପ୍ରସାଦଙ୍କୁ ୨୦ଟି ଭୋଟ ବ୍ୟବଧାନରେ  ହରାଇଛନ୍ତି । ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାର ୨୪୪ ସଦସ୍ୟ ଥିବାବେଳେ ଭୋଟିଂରେ ସେ ୧୨୫ଟି ଭୋଟ ପାଇଥିବାବେଳେ ହରିପ୍ରସାଦ ପାଇଛନ୍ତି ୧୦୫ଟି ଭୋଟ । ଗତକାଲି ବିଜେଡି ହରିବଂଶଙ୍କୁ ସମର୍ଥନ କରିବା ବୋଲି ଘୋଷଣା କରିଥିଲା । ଭୋଟିଂରେ କେବଳ ୱାଇଏସଆର ଦଳ ଭାଗ ନେଇନଥିଲା । ଉଲ୍ଲେଖଯୋଗ୍ୟ ଯେ ପି ଜେ କୁରିଏନଙ୍କ କାର୍ଯ୍ୟକାଳ ସମାପ୍ତି ପରେ ଜୁନ ମାସରୁ ରାଜ୍ୟସଭା ଅଧ୍ୟାକୀ ପଦ ଖାଲି ଥିଲା । ଆଜି ସେହି ପଦ ପାଇଁ ନିର୍ବାଚ କରଯାଇଥିଲା ।

loading...

            ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବ ନିର୍ବାଚିତ ରାଜ୍ୟସଭା ଉପାଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

 

@OdishaInfocus News Desk: Odisha Infocus is an Odisha based Online news portal, that keeps you updated on latest news and breaking news of all categories on all locations such as Puri, Bhubaneswar (BBSR), Cuttack and rest of Odisha, India and Globe. It also spreads best articles on Odisha literature like Poem, Short Story, Story for kids, Novels etc.

Please follow and like us:
error
loading...