ପାଟପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଚାକିରିରୁ ନିଲମ୍ବିତ

STATE

ଭଞ୍ଜନଗରର ପାଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ଅସାଧୁ ଉପାୟରେ ସେ ଛାତ୍ରୀଙ୍କୁ ଉତ୍ତୀର୍ଣ କରାଇଥିବା ଅଭିଯୋଗ ହୋଇଛି । ଉତ୍ତରଖାତା ମୂଲ୍ୟାଙ୍କନ ନକରି ଜଣେ ଛାତ୍ରୀଙ୍କୁ ସେ ଉପର ଶ୍ରେଣୀକୁ ଉତ୍ତୀର୍ଣ କରିଥିଲେ ।

loading...

ପ୍ରଧାନ ଶିକ୍ଷକ ଉତ୍ତର ଖାତାର ବିନା ମୂଲ୍ୟାଙ୍କନରେ ଛାତ୍ରୀଙ୍କୁ ୧୦ ଶ୍ରେଣୀକୁ ନିଜ ପଦବୀର ଦୁରୁପଯୋଗ କରି ଉତ୍ତୀର୍ଣ କରାଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍କୁଲ ଗସ୍ତ ପରେ ଏକଥା ଜଣାପଡିଥିଲା । ଏହି ଘଟଣାରେ ୩ ଜଣ ଶିକ୍ଷୟିତ୍ରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

Please follow and like us:
error
loading...