ମହାନଦୀ ଶୁଣାଣି ଘୁଞ୍ଚିଲା ଅଗଷ୍ଟ ୩କୁ

NATIONAL

ମହାନନ୍ଦୀ ନେଇ ଶୁଣାଣି ଅଗଷ୍ଟ ୩ ତାରିଖକୁ ଧାର୍ଯ୍ୟ ହୋଇଛି । ଟ୍ରିବ୍ୟୁନାଲରେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩କୁ ଘୁଞ୍ଚି ଯାଇଛି । ଟ୍ରିବ୍ୟୁନାଲଙ୍କ ଦ୍ଵାରା ୩ ତାରିଖ ସୁଦ୍ଧା ୨ ମଧ୍ୟସ୍ଥି ନିଯୁକ୍ତ ହେବେ ।

loading...

ମହାନଦୀର ଜଳକୁ ଛତିଶଗଡ ସମାନ ଭାବେ ବାଣ୍ଟିନେବାକୁ ଦାବି କରିଛି । କିନ୍ତୁ ଓଡିଶା ଏହି ଦାବିକୁ ବିରୋଧ କରିବା ସହିତ ଅଧିକ ଜଳ ଦାବି କରୁଛି । ଛତିଶଗଡର ଆବେଦନ ଉପରେ ୩ ସପ୍ତାହରେ ପ୍ରତିଜବାବ ଓଡିଶା ରଖିବ । ଅକ୍ଟୋବର ୧୯ରେ ଛତିଶଗଡର ଆବେଦନ ଉପରେ ଶୁଣାଣି ହେବାକୁ ଅଛି । ୮ ସପ୍ତାହରେ ସବୁ ରାଜ୍ୟ ନିଜର କାଗଜପତ୍ର ଦାଖଲ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛି ।

Please follow and like us:
error
loading...