ସ୍କୋର୍ପିଓ ଗାଡିରୁ ଜବତ ହେଲା ବିପୁଳ ପରିମାଣର ବିଦ୍ୟୁତ ତାର

STATE

ଏକ ସ୍କୋର୍ପିଓ ଗାଡିରୁ ଜବତ ହୋଇଛି ବିପୁଳ ପରିମାଣର ବିଦ୍ୟୁତ ତାର । ଚୋରାରେ ଏଗୁଡିକ ଚାଳନ କରାଯାଉଥିବାବେଳେ ଧରା ପଡିଛି । ପୋଲିସ ତାର ଚୋରି ସମ୍ପୃକ୍ତିରେ ୪ ଜଣଙ୍କୁ ଧରି ଗିରଫ କରିଛି ।

loading...

ବସ୍ତା ପୋଲିସ ଅଭିଯୁକ୍ତ ୪ ବିଦ୍ୟୁତ ତାର ଚୋରଙ୍କୁ ଲଙ୍ଗଳେଶ୍ଵରରେ ତାର ବିକ୍ରି କରୁଥିବା ସମୟରେ ଜବତ କରିଥିଲା । ବିଦ୍ୟୁତ ଖୁଣ୍ଟରେ ଲାଗୁଥିବା ଏଲ ଟି ଲାଇନ ତାର କାଟି ସେମାନେ ଏଗୁଡ଼ିକୁ ବିକ୍ରି କରୁଥିଲେ । ସୁବିଧାରେ ଅସାଧୁ ଉପାୟରେ ସେମାନେ ହଜାର ହଜାର ଟଙ୍କା ଉପାର୍ଜ୍ଜନ କରୁଥିଲେ ।

 

Please follow and like us:
error
loading...