ଦେଢ ଘଣ୍ଟା ଲଗାତାର ବର୍ଷା ରେ ବେହାଲ ବ୍ରହ୍ମପୁର

STATE

ଲଗାତାର ଦେଢ ଘଣ୍ଟା ବର୍ଷା ଲାଗିରହିଥିଲା ବ୍ରହ୍ମପୁରରେ । ଦେଢ ଘଣ୍ଟା ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ଜଳାର୍ଣବ ହୋଇଯାଇଥିଲା । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା ।

loading...

ବ୍ରହ୍ମପୁର ମହାନଗର ନିଗମ ଅଫିସରେ ପାଣି ପଶି ଯାଇଥିଲା । ଟାଉନ ଥାନା ଅଞ୍ଚଳରେ ଥିବା 2ଟି ସ୍କୁଲ ପରିସରରେ ମଧ୍ୟ ଆଣ୍ଠୁଏ ପାଣି ହୋଇଯାଇଥିଲା । ରାସ୍ତାଘାଟରେ ଗାଡି ଚଳାଚଳ ହୋଇପାରିନଥିଲା । ଲୋକେ ଘରୁ ବାହାରି ପାରିନଥିଲେ ।  

Please follow and like us:
error
loading...