ନିଆଁ ର ଆଁ’ରେ ଜଳିଗଲା ୨ ବଖରା ଘର

STATE

ସାଲେପୁରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ଦୁଇ ବଖରା ଘର ନିଆଁ ର ଆଁ’ରେ ଜଳିପୋଡି ପାଉଁଶ ହୋଇଯାଇଛି । ଫଳରେ ପରବୀଅର ସର୍ବସ୍ଵାନ୍ତ ହିଇଯାଇଛନ୍ତି । ଗୃହକର୍ତ୍ତା ମଧ୍ୟ ଆହତ ହୋଇଛନ୍ତି ।

loading...

ସାଲେପୁରର ନିଶ୍ଚିନ୍ତକୋଇଲି ମହମ୍ମଦପୁର ଗାଁରେ ଏହି ଘଟଣା ଘଟିଛି । ଆହତ ଗୃହକର୍ତ୍ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡରେ ଗୋଟିଏ ଛେଳି ଦଗ୍ଧ ହୋଇଯାଇଥିବାବେଳେ ଅନ୍ୟ ୪ଟି ଛେଳି ଗୁରୁତର ହୋଇଛନ୍ତି । ପରିବାର ସର୍ବସ୍ଵାନ୍ତ ହୋଇଥିବାରୁ ସହାୟତା ଯୋଗାଇଦେବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି ।

Please follow and like us:
error
loading...